ମାଛିଲ୍ ସେକ୍ଟର ଅପରେସନରେ ଜଣେ କ୍ୟାପ୍ଟେନ୍ ଓ ଦୁଇ ଯବାନ୍ ସହିଦ୍
ଜାମ୍ମୁ-କାଶ୍ମୀରର କୁପଓ୍ୱାଡ଼ା ଜିଲ୍ଲା ମାଛିଲ୍ ସେକ୍ଟର ନିକଟ ସୀମା ନିୟନ୍ତ୍ରଣ ରେଖାରେ ରବିବାର ଦିନ ଚାଲିଥିବା ଅପରେସନରେ ଭାରତୀୟ ସେନାର ଜଣେ କ୍ୟାପ୍ଟେନ୍ ଏବଂ ଦୁଇ ଜଣ ଯବାନ ସହିଦ୍ ହୋଇଛନ୍ତି | ସହିଦ ଯବାନ ଜଣକ ହେଲେ ସୁଦୀପ ସରକାର | ଅପରେସନ ଏବେ ବି ଜାରି ରହିଥିବା ଜଣାପଡ଼ିଛି |
ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରର କୁପଓ୍ୱାଡ଼ା ଜିଲ୍ଲା ମାଛିଲ୍ ସେକ୍ଟର ନିକଟ ସୀମା ନିୟନ୍ତ୍ରଣ ରେଖାରେ ରବିବାର ଦିନ ଚାଲିଥିବା ଅପରେସନରେ ଭାରତୀୟ ସେନାର ଜଣେ କ୍ୟାପ୍ଟେନ୍ ଏବଂ ଦୁଇ ଜଣ ଯବାନ ସହିଦ୍ ହୋଇଛନ୍ତି | ସହିଦ ଯବାନ ଜଣକ ହେଲେ ସୁଦୀପ ସରକାର | ଅପରେସନ ଏବେ ବି ଜାରି ରହିଥିବା ଜଣାପଡ଼ିଛି | ପୋଲିସ୍ ଏବଂ ସେନାର ଏହି ମିଳିତ ଅପରେସନରେ ଜଣେ ଅନୁପ୍ରବେଶକାରୀ ନିହତ ହୋଇଛି |













Click it and Unblock the Notifications