ବିମାନରେ ବୋମା ଥିବା ଧମକ, ଜରୁରୀ ଅବତରଣ କଲା ମସ୍କୋ-ଗୋଆ ବିମାନ
ବିମାନରେ ବୋମା ଧମକ ମିଳିବା ପରେ ଜରୁରୀ ଅବତରଣ କରିଛି ବିମାନ । ବିମାନରେ ବୋମା ଥିବା ନେଇ ଏଟିଏସ୍ କୁ ସୂଚନା ମିଳିବା ପରେ ପ୍ରଶାସନ ପକ୍ଷରୁ ଏହାକୁ ଜରୁରୀ ଅବତରଣ କରାଯାଇଥିଲା ।
ନୂଆଦିଲ୍ଲୀ: ବିମାନରେ ବୋମା ଧମକ ମିଳିବା ପରେ ଜରୁରୀ ଅବତରଣ କରିଛି ବିମାନ । ବିମାନରେ ବୋମା ଥିବା ନେଇ ଏଟିଏସ୍ କୁ ସୂଚନା ମିଳିବା ପରେ ପ୍ରଶାସନ ପକ୍ଷରୁ ଏହାକୁ ଜରୁରୀ ଅବତରଣ କରାଯାଇଥିଲା । ମସ୍କୋ-ଗୋଆ ବିମାନକୁ ନେଇ ଏପରି ଧମକ ମିଳିବା ପରେ ଏହାକୁ ଗୁଜୁରାଟର ଜାମନଗରରେ ଜରୁରୀ ଅବତରଣ କରି ଏହାକୁ ଯାଞ୍ଚ କରାଯାଇଛି ।

ମିଳିଥିବା ଖବର ଅନୁସାରେ ମସ୍କୋରୁ ଗୋଆ ଅଭିମୁଖେ ଯାଉଥିବା ବିମାନରେ ବୋମା ଥିବା ନେଇ ଏଟିଏସ୍ କୁ ସୂଚନା ମିଳିଥିଲା । ଏଟିଏସ୍ ଏହି ସୂଚନା ମେଲ୍ ମାଧ୍ୟମରେ ପାଇଥିଲା । ଏହା ପରେ ଜାମନଗରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା । ବିମାନରେ 244 ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି ।
ଜାମନଗରରେ ବିମାନର ଜରୁରୀ ଅବତରଣ ପୂର୍ବରୁ ଏହାର ସୁରକ୍ଷ ନେଇ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ବୋମା ନିଷ୍କାସନକାରୀ ଦଳ ଏବଂ ଆମ୍ବୁଲାନ୍ସ ରଖାଯାଇଥିଲା । ଏହା ସହିତ ବିମାନବନ୍ଦର ବାହାରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।
More From
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications