ଆଫଗାନିସ୍ତାନ କାଲା-ଏ-ନାଉକ ସହରରେ ବୋମା ବିସ୍ପୋରଣ ; ୨ ମୃତ, ୨ଆହତ
ଆଫଗାନିସ୍ତାନ କାଲା-ଏ-ନାଉକ ସହରରେ ନଭେମ୍ବର 8ତାରିଖ ରବିବାର ଏକ ବୋମା ବିସ୍ଫୋରଣରେ 2 ମୃତ, 2 ଆହତ |

ଆଫଗାନିସ୍ତାନ: ଆଫଗାନିସ୍ତାନ କାଲା-ଏ-ନାଉକ ସହରରେ ନଭେମ୍ବର 8ତାରିଖ ରବିବାର ଏକ ବୋମା ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି | ଗୋଟିଏ ଦୋକାନ ନିକଟରେ ହୋଇଥିବା ଏହି ବିସ୍ପୋରଣରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଆହତ ହୋଇଛନ୍ତି | ଆହତମାନଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି |












Click it and Unblock the Notifications