Get Updates
Get notified of breaking news, exclusive insights, and must-see stories!

ବିହାର ଜନାଦେଶ 2020 : କିଏ ପିନ୍ଧିବ ମୁଖ୍ୟମନ୍ତ୍ରୀର ମୁକୁଟ ? ଆରମ୍ଭ ହେଲା ଭୋଟ ଗଣତି

କିଏ ପିନ୍ଧିବ ବିହାର ମୁଖ୍ୟମନ୍ତ୍ରୀର ମୁକୁଟ? ଯୁବ ଚେହେରା ବନାମ ତିନି ଥରର ସରକାର । 243 ଆସନରେ ଆରମ୍ବ ହୋଇଛି ଭୋଟ ଗଣତି ।

ବିହାର ନିର୍ବାଚନ 2020

ପାଟନା : ବିହାର ତେଜସ୍ୱି ଯାଦବଙ୍କ ଭଳି ଜଣେ ନୂଆ ଓ ଯୁବ ପ୍ରତିଭାଙ୍କୁ ପାଇବ ନା ଗଡ ବଜାୟ ରଖିବେ ନିତୀଶ କୁମାର ? ଅନେକ ଆକଳନ ପରେ ଆରମ୍ଭ ହୋଇଛି ବିହାରରେ ଭୋଟ ଗଣତି । 243 ଆସନ ବିଶିଷ୍ଟ ଆସନ ପାଇଁ ଆରମ୍ଭ ହୋଇଛି ଭୋଟ୍ ଗଣତି । 38ଟି ଜିଲ୍ଲାର 55ଟି ସେଣ୍ଟରରେ ଏହି ଭୋଟ୍ ଗଣତି ଆରମ୍ବ ହୋଇଛି ।

Nov 10, 2020, 7:05 pm IST

ବିଜେପି-53, ଆରଜେଡି- 56, ଜେଡିୟୁ- 24, କଂଗ୍ରେସ- 13, ସିପିଆଇଏମଏଲ୍-9, ଭିଆଇପି-4, ଏଆଇଏମଆଇଏମ୍-5, ସିପିଆଇ-2, ସିପିଏମ୍-2, ଏଚ୍ଏଏମ୍-2 ଆସନରେ ବିଜୟୀ
Nov 10, 2020, 6:24 pm IST

ହସନପୁର ଆସନରୁ ଆରଜେଡିର ତେଜପ୍ରତାପ ଯାଜବ ବିଜୟୀ, ଜେଡିୟୁର ରାଜ କୁମାର ରାୟ ପରାସ୍ତ
Nov 10, 2020, 6:08 pm IST

ବିଜେପି-48, ଆରଜେଡି- 41, ଜେଡିୟୁ- 21, କଂଗ୍ରେସ- 11, ସିପିଆଇଏମଏଲ୍-86, ଭିଆଇପି-4, ଏଆଇଏମଆଇଏମ୍-3, ସିପିଆଇ-2, ସିପିଏମ୍-2, ଏଚ୍ଏଏମ୍-1, ବିଏସପି-1 ଆସନରେ ବିଜୟୀ
Nov 10, 2020, 6:05 pm IST

ଏନଡିଏ 74, ମହାଗଠବନ୍ଧନ 64, ଏଆଇଏମଆଇଏମ୍ 3 ଏବଂ ବିଏସପି 1 ଆସନରେ ବିଜୟୀ
Nov 10, 2020, 5:34 pm IST

ବିହାର ବିଧାନସଭା ନିର୍ବାଚନ ଅପଡେଟ୍

ବିଜେପି-39, ଆରଜେଡି- 31, ଜେଡିୟୁ- 16, କଂଗ୍ରେସ- 7, ସିପିଆଇଏମଏଲ୍-6, ଭିଆଇପି-3, ଏଆଇଏମଆଇଏମ୍-3, ସିପିଆଇ-2, ସିପିଏମ୍-1, ଏଚ୍ଏଏମ୍-1, ବିଏସପି-1 ଆସନରେ ବିଜୟୀ
Nov 10, 2020, 5:13 pm IST

ବିହାର ଭୋଟ୍ ଗଣତି ଅପଡେଟ୍

ଏନଡିଏ 49 ଏବଂ ମହାଗଠବନ୍ଧନ 35 ଆସନରେ ବିଜୟ ଲାଭ କରିଛନ୍ତି
Nov 10, 2020, 4:46 pm IST

ବିହାର ବିଧାନସଭା ନିର୍ବିବାଚନ, ବିଜୟ ପଥରେ ଏନଡିଏ

ଏନଡିଏ 41ଟି ଆସନରେ ବିଜୟୀ | ମହାଗଠବନ୍ଧନ 27 ଏବଂ ବିଏସପି ଗୋଟିଏ ଆସନରେ ବିଜୟୀ |
Nov 10, 2020, 3:48 pm IST

ବିଜୟୀ ଆସନରେ ଏନଡିଏ ଆଗୁଆ

ଏନଡିଏ 25 ଆସନରେ ବିଜୟୀ ସହ ଅନ୍ୟ 101 ସିଟରେ ଆଗୁଆ, ଅନ୍ୟପକ୍ଷେ ମହାମେଣ୍ଟ 12 ଆସନରେ ବିଜୟୀ, 98 ସିଟରେ ଆଗୁଆ
Nov 10, 2020, 3:01 pm IST

ଏନଡିଏ 14 ଓ ମହାମେଣ୍ଟ 5ଟି ଆସନରେ ବିଜୟୀ

ଏନଡିଏ 107 ଓ ମହାମେଣ୍ଟ 104 ଟି ଆସନରେ ଆଗୁଆ
Nov 10, 2020, 2:19 pm IST

ଦରଭଙ୍ଗା ଗ୍ରାମୀଣ ନିର୍ବାଚନ ମଣ୍ଡଳୀରୁ ଆରଜେଡି ପ୍ରାର୍ଥୀ ବିଜୟୀ

ବିହାର ଦରଭଙ୍ଗା ଗ୍ରାମୀଣ ନିର୍ବାଚନ ମଣ୍ଡଳୀରୁ ଆରଜେଡି ପ୍ରାର୍ଥୀ ଲଳିତ କୁମାର ଯାଦବ ବିଜୟୀ
Nov 10, 2020, 2:11 pm IST

ବିହାର ବିଧାନସଭା ନିର୍ବାଚନ ଅପଡେଟ୍

ବିହାରରେ ଏନଡିଏ 3 ଆସନ ଓ ମହାଗଠବନ୍ଧନ 2ଟି ଆସନରେ ବିଜୟ
Nov 10, 2020, 1:11 pm IST

ବିହାର ବିଧାନସଭା ଭୋଟ୍ ଗଣତି ଅପଡେଟ୍

74 ନିର୍ବାଚନ ମଣ୍ଡଳୀରେ 1000 ଭୋଟ୍ ରୁ କମ୍ ଏବଂ 42 ନିର୍ବାଚନ ମଣ୍ଡଳୀରେ 500 ଭୋଟ୍ ରୁ କମ୍ ବ୍ୟବଧାନରେ ଚାଲିଛି ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା |
Nov 10, 2020, 1:01 pm IST

ବୋଧଗୟାରେ ବିଜେପି ପ୍ରାର୍ଥୀ ହରି ମାଞ୍ଝି ଆରଜେଡିର ସରବଜିତଙ୍କ ଠାରୁ 3,752 ଭୋଟ୍ ରେ ଆଗୁଆ |
Nov 10, 2020, 12:40 pm IST

12.30 ସୁଦ୍ଧା ବିହାର ନିର୍ବାଚନ ଅପଡେଟ୍

ରାଘୋପୁରରେ ତେଜସ୍ୱୀ 2450, ହସନପୁରରେ ତେଜ ପ୍ରତାପ ଯାଜବ 2,684 ଭୋଟ୍ ରେ ଆଗୁଆ | ବାଙ୍କୀପୁରରେ ଶତ୍ରୁଘ୍ନ ସିହ୍ନାଙ୍କ ପୁଅ ଲୁଭ୍ ସିହ୍ନା 4,734 ଭୋଟ୍ ରେ ପଛୁଆ |
Nov 10, 2020, 12:16 pm IST

ହସନପୁର ନିର୍ବାଚନ ମଣ୍ଡଳୀରେ ଆରଜେଡି ପ୍ରାର୍ଥୀ ତେଜ ପ୍ରତାପ ଜେଡିୟୁର ରାଜ କୁମାର ରାୟଙ୍କ ଠାରୁ ଆଗୁଆ
Nov 10, 2020, 12:12 pm IST

ବାଙ୍କୀପୁରରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ନୀତିନ୍ ନବୀନଙ୍କ ଠାରୁ ପଛୁଆ କଂଗ୍ରେସ ପ୍ରାର୍ଥୀ ଲୁଭ୍ ସିହ୍ନା
Nov 10, 2020, 12:10 pm IST

ବିହାର ରାଘୋପୁର ନିର୍ବାଚନ ମଣ୍ଡଳୀରେ ତେଜସ୍ୱୀ ଆଗୁଆ, ଭାରତୀୟ ଜନତା ପାର୍ଟିର ସତୀଶ୍ କୁମାରଙ୍କ ଠାରୁ ଆଗରେ
Nov 10, 2020, 11:25 am IST

ପ୍ରତି ମୂହୂର୍ତ୍ତରେ ବଦଳୁଛି ଟ୍ରେଣ୍ଡ । ଏନଡିଏ 122, ମହାଗଠବନ୍ଧନ 112, ଏଲପିଜି 2
Nov 10, 2020, 11:21 am IST

122 ସିଟରେ ଆଗୁଆ ଏନଡିଏ, ମହାଗଠବନ୍ଧନ 112 ଓ ଏଲଜେପି 2 ସିଟରେ ଆଗୁଆ
Nov 10, 2020, 10:52 am IST

125 ସିଟରେ ଆଗରେ ଏନଡିଏ, ମହାଗଠବନ୍ଧନ 109, ଏଲପିଜି 3
Nov 10, 2020, 10:34 am IST

ବିହାର ବିଧାନସଭା ନିର୍ବାଚନ ଅପଡେଟ୍

ଏନଡିଏ 115, ମହାମେଣ୍ଟ 110, ଏଲଜେପି 3 ଏବଂ ଏଆଇଏମ୍ଆଇଏମ୍ 1 ସିଟରେ ଆଗୁଆ
Nov 10, 2020, 9:02 am IST

ବିହାର ଜନାଦେଶ

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+