Get Updates
Get notified of breaking news, exclusive insights, and must-see stories!

ଛତିଶଗଡ଼ ଆଇଡି ବ୍ଲାଷ୍ଟରେ 2 ସିଆରପିଏଫ୍ ଯବାନ ଆହତ

CRPF

ରାୟପୁର : ଆଇଇଡି ବ୍ଲାଷ୍ଟ ହୋଇ ଦୁଇ CRPF ଯବାନ ଆହତ । ଆଜି ଛତିଶଗଡ଼ର ବିଜାପୁରରେ ହୋଇଛି ଏହି ଆଇଡି ବିସ୍ପୋରଣ । ଫଳରେ 85 ବାଟାଲିୟାନ୍‌ର 2 'ସିଆର୍‌ପିଏଫ୍‌' ଯବାନ୍‌ ଆହତ ହୋଇଛନ୍ତି ବୋଲି ପୁଲିସ ସୂଚନା ଦେଇଛଇ ।

ଆହତ ହୋଇଥିବା ଯବାନ ଦୁହିଁଙ୍କୁ ଜିଲ୍ଲା ହସ୍ପିଟାଲ୍‌କୁ ନିଆଯାଇଥିଲା । ଅଧିକ ଚିକିତ୍ସା ପାଇଁ ସେମାନଙ୍କୁ ରାୟପୁର ପଠାଯିବ ।

ଛତିଶଗଡ଼ ପୁଲିସ କହିଛି, ବିଜାପୁର ଜିଲ୍ଲାରେ ନକ୍ସଲ୍‌ମାନେ ପୋତି ଥିବା ଆଇଇଡି ବିସ୍ଫୋରଣ ହୋଇ 2 ଯବାନ ଆହତ ହୋଇଛନ୍ତି । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବିମାନ ଯୋଗେ ରାୟପୁର ନିଆଯାଉଛି । ଘଟଣା ସଂକ୍ରାନ୍ତରେ ସୁନିଶ୍ଚିତ କରି ବିଜାପୁର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଅଞ୍ଜନେୟ ୱାର୍ଷ୍ଣୋୟ କହିଛନ୍ତି, ଏହି ଘଟଣା ଗଙ୍ଗାଲୁରୁ ଥାନା ଅଞ୍ଚଳରେ ଘଟିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+