ଓଡିଶା କରୋନା ଅପଡେଟ୍ : 1372 ଆକ୍ରାନ୍ତ, 17 ମୃତ
ରାଜ୍ୟରେ କରୋନା ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଛି | ଗତକାଲି 1641 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା 2 ଲକ୍ଷ 85 ହଜର 174ରେ ପହଞ୍ଚିଛି | ଏଥି ସହିତ ଓଡ଼ିଶାରେ ବର୍ତ୍ତମାନ 12 ହଜାର 148 ଜଣ କରୋନା ଆକ୍ରାନ୍ତ ସକ୍ରିୟ ଅଛନ୍ତି |
ଭୁବନେଶ୍ୱର: ରାଜ୍ୟରେ ଗତକାଲି 1372 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ 17 ଜଣଙ୍କର ମୃତ୍ୟୁ ହୋଇଛି | ଆକ୍ରାନ୍ତଙ୍କ ମଧ୍ୟରୁ 796 ଜଣ କ୍ୱାରେଣ୍ଚିନ୍ ସେଣ୍ଟରରୁ ଥିବା ବେଳେ 576 ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 98 ହଜାର 768 ରେ ପହଞ୍ଚିଛି |
Covid-19 Report For 6th November
New Positive Cases: 1372
In Quarantine: 796
Local Contacts: 576(Details of local contacts will be shared by concerned District Administration)
District Wise Cases:
1. Angul: 81
— I & PR Department, Odisha (@IPR_Odisha) November 7, 2020
2. Balasore: 31
3. Bargarh: 40
4. Bhadrak: 31
5. Balangir: 40
22. Mayurbhanj: 78
23. Nawarangpur: 26
24. Nayagarh: 32
25. Nuapada: 108
26. Puri: 53
27. Rayagada: 11
28. Sambalpur: 37
29. Sonepur: 19
30. Sundargarh: 96
31. State Pool: 30New recoveries: 1641
— I & PR Department, Odisha (@IPR_Odisha) November 7, 2020
Cumulative tested: 4888509
Positive: 300140
Recovered: 285174
Active cases: 13503
1641 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା 2 ଲକ୍ଷ 85 ହଜର 174ରେ ପହଞ୍ଚିଛି | ଏଥି ସହିତ ଓଡ଼ିଶାରେ ବର୍ତ୍ତମାନ 13 ହଜାର 503 ଜଣ କରୋନା ଆକ୍ରାନ୍ତ ସକ୍ରିୟ ଅଛନ୍ତି |

ରାଜ୍ୟର ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ 49 ହଜାର 598 ଜଣ, କଟକରେ 26 ହଜାର 524 ଜଣ, ଗଞ୍ଜାମରେ 21 ହଜାର 342 ଜଣ ଏବଂ ପୁରୀରୁ 12 ହଜାର 857 ଜଣ କରୋନା ଚିହ୍ନଟ ହୋଇଛନ୍ତି |












Click it and Unblock the Notifications