ଅହମଦ ଇଲିୟାସିଙ୍କୁ ୱାଇ ବର୍ଗର ସୁରକ୍ଷା

ଅଲ ଇଣ୍ଡିଆ ଇମାମ ସଂଗଠନ ମୁଖ୍ୟ ଇମାମ ଉମର ଅହମଦ ଇଲିୟାସିଙ୍କୁ ୱାଇ ବର୍ଗର ସୁରକ୍ଷା । କେନ୍ଦ୍ର ଗୃହ ମନ୍ତ୍ରଣାଳୱ ପକ୍ଷରୁ ତାଙ୍କୁ ଏହି ସୁରକ୍ଷା ଯୋଗାଇ ଦିଆଯାଇଛି ।

ନୂଆଦିଲ୍ଲୀ : ଅଲ ଇଣ୍ଡିଆ ଇମାମ ସଂଗଠନ ମୁଖ୍ୟ ଇମାମ ଉମର ଅହମଦ ଇଲିୟାସିଙ୍କୁ ୱାଇ ବର୍ଗର ସୁରକ୍ଷା । କେନ୍ଦ୍ର ଗୃହ ମନ୍ତ୍ରଣାଳୱ ପକ୍ଷରୁ ତାଙ୍କୁ ଏହି ସୁରକ୍ଷା ଯୋଗାଇ ଦିଆଯାଇଛି । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଗଠନ ମୁଖ୍ୟ ମୋହନ ଭାଗବତଙ୍କୁ 'ରାଷ୍ଟ୍ରପିତା' ବୋଲି କହିବା ପରେ ତାଙ୍କ ଜୀବନପ୍ରତି ବିପଦ ଥିବାରୁ ଏହି ସୁରକ୍ଷା ଦିଆଯାଇଛି ।

Imam Chief

ସୁରକ୍ଷା ଦେଇଥିବାରୁ ଇଲିୟାସି କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୋହନ ଭାଗବତଙ୍କୁ 'ରାଷ୍ଟ୍ରପିତା' କହିବା ପରେ ମୋତେ ଅନେକ ଥର ହତ୍ୟା ଧମକ ମିଳିଛି । ଇଂଲଣ୍ଡର ନମ୍ବରରୁ ମୋତେ କଲ୍ ଆସୁଥିଲା ଏବଂ ହତ୍ୟା ଧମକ ଦିଆଯାଉଥିଲା ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଗତ ମାସରେ ଆର୍‌ଏସ୍‌ଏସ୍ ମୁଖ୍ୟ ମୋହନ ଭାଗବତ ଦିଲ୍ଳୀର ଏକ ମସଜିଦ ପରିଦର୍ଶନ କରି ଇଲିୟାସିଙ୍କ ସହିତ ସାକ୍ଷାତ କରିଥିଲେ । ଏହା ପରେ ଅଲ୍ ଇଣ୍ଡିଆ ଇମାମ ସଂଗଠନ ମୁଖ୍ୟ ଇମାମ ଉମର ଅହମଦ ଇଲିୟାସି ଭାଗବତଙ୍କୁ 'ରାଷ୍ଟ୍ରପିତା' ବୋଲି କହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+