ରେସଲିଂ ଫେଡେରେଶନ ଅଧ୍ୟକ୍ଷ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ବିନେଶ ଫୋଗଟ

ରେସଲିଂ ଫେଡ଼େରେସନ ଅଧ୍ୟକ୍ଷଙ୍କ ବିରୋଧରେ ଆସିଛି ଯୌନ ଉତ୍ପୀଡ଼ନ ଅଭିଯୋଗ । ଏହାକୁ ନେଇ ଦେଶର ଦେଶର ବହୁ ଜଣାଶୁଣା କୁସ୍ତିଯୋଦ୍ଧା ଭାରତୀୟ ରେସଲିଂ ଫେଡେରେଶନ ବିରୋଧରେ ପ୍ରଦର୍ଶନ କରୁଛନ୍ତି ।

ନୂଆଦିଲ୍ଲୀ: ରେସଲିଂ ଫେଡ଼େରେସନ୍ ବିରୋଧରେ ଆସିଛି ବଡ଼ ଅଭିଯୋଗ । ରେସଲିଂ ଫେଡ଼େରେସନ ଅଧ୍ୟକ୍ଷଙ୍କ ବିରୋଧରେ ଆସିଛି ଯୌନ ଉତ୍ପୀଡ଼ନ ଅଭିଯୋଗ । ଏହାକୁ ନେଇ ଦେଶର ଦେଶର ବହୁ ଜଣାଶୁଣା କୁସ୍ତିଯୋଦ୍ଧା ଭାରତୀୟ ରେସଲିଂ ଫେଡେରେଶନ ବିରୋଧରେ ପ୍ରଦର୍ଶନ କରୁଛନ୍ତି । ବୁଧବାର ଏହି ପ୍ରତିବାଦରେ ଭେଟେରାନ ମହିଳା ରେସଲର ବିନେଶ ଫୋଗଟ ଫେଡେରେଶନ ଅଧ୍ୟକ୍ଷ ବିରୋଧରେ ଯୌନ ନିର୍ଯ୍ୟାତନା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।

Vinesh Phogat

କୋଚମାନେ ମହିଳା କୁସ୍ତିଯୋଦ୍ଧାମାନଙ୍କୁ ଯୌନ ନିର୍ଯାତନା ଦେଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ଅଧ୍ୟକ୍ଷ ବୃଜ ଭୂଷଣଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ହୋଇଛି ।

ଖବର ସରବରାହ ସଂସ୍ଥା ANI ଅନୁଯାୟୀ, ବିନେଶ ଫୋଗଟ କହିଛନ୍ତି ଯେ କୋଚମାନେ ମହିଳାଙ୍କୁ ହଇରାଣ କରୁଛନ୍ତି ଏବଂ ଫେଡେରେଶନର କିଛି ପ୍ରିୟ ଲୋକ ମହିଳା କୋଚମାନଙ୍କୁ ମଧ୍ୟ ହଇରାଣ କରୁଛନ୍ତି । ଝିଅମାନଙ୍କ ଯୌନ ଉତ୍ପୀଡ଼ନ ହେଉଛି । WFI ଅଧ୍ୟକ୍ଷ ମଧ୍ୟ ଅନେକ ଝିଅଙ୍କୁ ହଇରାଣ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମର ବ୍ୟକ୍ତିଗତ ଜୀବନରେ ମଧ୍ୟ ହସ୍ତକ୍ଷେପ କରାଯାଉଛି । ଅଲିମ୍ପିକ୍ସରେ ଆମର ଫିଜିଓ କିମ୍ବା କୋଚ୍ ନଥିଲେ । ଆମର ଶୋଷଣ କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+