WhatsApp down : ଅଧ ଘଣ୍ଟାରୁ ଅଧିକ ସମୟ ଧରି ଡାଉନ୍ ଅଛି ହ୍ୱାଟସ୍ ଆପ୍, ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଉପଭୋକ୍ତା
ମେସେଜିଂ ଆପ୍ଲିକେସନ୍ ହ୍ୱାଟସ୍ଆପ୍ ସେବାରେ ସମସ୍ୟା ଦେଖାଦେଇଛି । ପ୍ରାୟ ଅଧ ଘଣ୍ଟାରୁ ଅଧିକ ସମୟ ଧରି ହ୍ୱାଟସ୍ଆପ୍ ଡାଉନ୍ ରହିଛି । ଅନେକ ଉପଭୋକ୍ତା ଏ ନେଇ ଅଭିଯୋଗ କରିଛନ୍ତି ।
ନୂଆଦିଲ୍ଲୀ : ମେସେଜିଂ ଆପ୍ଲିକେସନ୍ ହ୍ୱାଟସ୍ଆପ୍ ସେବାରେ ସମସ୍ୟା ଦେଖାଦେଇଛି । ପ୍ରାୟ ଅଧ ଘଣ୍ଟାରୁ ଅଧିକ ସମୟ ଧରି ହ୍ୱାଟସ୍ଆପ୍ ଡାଉନ୍ ରହିଛି । ଅନେକ ଉପଭୋକ୍ତା ଏ ନେଇ ଅଭିଯୋଗ କରିଛନ୍ତି ।

ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ ହ୍ୱାଟସ୍ ଆପ୍ ସେବାରେ ଗତ 30 ମିନିଟ୍ ଧରି ବ୍ୟାହାତ ଦେଖାଦେଇଛି । ତେବେ ହ୍ୱାଟସ୍ ଆପ୍ ପକ୍ଷରୁ କୌଣସି ଅଫିସିଆଲ୍ ମନ୍ତବ୍ୟ କିମ୍ବା ବିବୃତ୍ତି ଆସିନାହିଁ । ମେସେଜିଂ ପ୍ଲାଟଫର୍ମରେ ମେସେଜ ପଠାଇବା କିମ୍ବା ଗ୍ରହଣ କରିବାରେ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ରିଅଲଟାଇମ୍ ମନିଟର ଡାଉନଡେଟେକ୍ଟର ଅନୁଯାୟୀ ଦେଶର ବିଭିନ୍ନ ସ୍ଥାନରେ ଉପଭୋକ୍ତାମାନେ ମେସେଜ ପଠାଇବା ଏବଂ ଗ୍ରହଣ କରିବାରେ ଅସମର୍ଥ ଅଟନ୍ତି । ଯେଉଁଥିରେ 11,000 ରୁ ଅଧିକ ଉପଭୋକ୍ତା ଏହି ସମସ୍ୟା ବିଷୟରେ ରିପୋର୍ଟ କରିଛନ୍ତି ।
ହ୍ୱାଟସ୍ ଆପ୍ ସେବା ଡାଉନ୍ ମାତ୍ରେ ଟ୍ୱିଟରରେ #whatsappdown ଟ୍ରେଣ୍ଡ କରିବା ଆରମ୍ଭ କରିଛି । ଏହି ହ୍ୟାସଟ୍ୟାଗ୍ ସହିତ ଲୋକମାନେ ହ୍ୱାଟସ୍ ଆପ୍ ଡାଉନ୍ ଥିବା ନେଇ ପୋଷ୍ଟ କରୁଛନ୍ତି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications