ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଇର ପରଲୋକ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାନଭାଇ ଅସୀମ ବାନାର୍ଜୀଙ୍କ ଶନିବାର ଦିନ କରୋନା କାରଣରୁ ଦେହାନ୍ତ ହୋଇଛି । କୁହାଯାଉଛି ଯେ ସେ ଗତ ଏକ ମାସ ଧରି କରୋନା ସଂକ୍ରମଣରେ ପୀଡିତ ଥିଲେ ।

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାନଭାଇ ଅସୀମ ବାନାର୍ଜୀଙ୍କ ଶନିବାର ଦିନ କରୋନା କାରଣରୁ ଦେହାନ୍ତ ହୋଇଛି । କୁହାଯାଉଛି ଯେ ସେ ଗତ ଏକ ମାସ ଧରି କରୋନା ସଂକ୍ରମଣରେ ପୀଡିତ ଥିଲେ ।

Mamata-Banerjee

ମମତାଙ୍କ ସାନଭାଇ ଅସୀମଙ୍କୁ ଗତ କିଛି ଦିନ ହେବ କୋଲକାତାର ମେଡିକା ସୁପର ସ୍ପେସିଆଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ଶନିବାର ତାଙ୍କର ମୃତ୍ୟୁ ଘଟିଥିଲା । କରୋନା ମହାମାରୀ ହେତୁ ଆସୀମଙ୍କର ମୃତ୍ୟୁ ହୋଇଥିବାରୁ କରୋନା ପ୍ରୋଟୋକଲ ହିସାବରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।

କୋଲକାତା ସୁପର ସ୍ପେସିଆଲିଟି ମେଡିକା ହସ୍ପିଟାଲର ଚେୟାରମ୍ୟାନ୍ ଡକ୍ଟର ଆଲୋକ ରୟ କହିଛନ୍ତି ଯେ ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାନଭାଇ ଅସୀମ ବାନାର୍ଜୀଙ୍କ ମୃତ୍ୟୁ 15 ମଇ ଶନିବାର ଦିନ ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ଡାକ୍ତର ନିଶ୍ଚିତ କରିଛନ୍ତି ଯେ ଅସୀମ କରୋନା ସଂକ୍ରମିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+