Get Updates
Get notified of breaking news, exclusive insights, and must-see stories!

ଶୀତକାଳୀନ ରାଜଧାନୀର ଦାବି ନେଇ ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ହଙ୍ଗାମା, 5 ସୁରକ୍ଷା କର୍ମୀ ଆହତ

ସିଲଙ୍ଗ : ମେଘାଳୟରେ, ସୋମବାର (ଜୁଲାଇ 24), ଲୋକମାନେ ସିଏମ୍ କାର୍ଯ୍ୟାଳୟକୁ ଘେରାଉ କରି ହଙ୍ଗାମା କରିଛନ୍ତି । ତୁରା କୁ ରାଜ୍ୟର ଶୀତକାଳୀନ ରାଜଧାନୀ କରାଯାଉ ବୋଲି ଲୋକମାନେ ଦାବି କରୁଥିଲେ । କିନ୍ତୁ ଯେତେବେଳେ ସୁରକ୍ଷା କର୍ମୀମାନେ ପ୍ରଦର୍ଶନକାରୀଙ୍କୁ ହଟାଇବାକୁ ଚେଷ୍ଟା କରିଥିଲେ, ହଠାତ୍ ଜନତା ଉତ୍ୟକ୍ତ ହୋଇ ଉଠିଥିଲେ । କିଛି ଲୋକ ସୁରକ୍ଷା କର୍ମୀଙ୍କୁ ମାରରପିଟ୍ କରିଥିଲେ । ଏଥିରେ ପାଞ୍ଚ ଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି । ପରିସ୍ଥିତି ବିଗିଡିବା ଦେଖି ପୋଲିସ ସାମାନ୍ୟ ବଳ ପ୍ରୟୋଗ କରି ଭିଡ଼ ହଟାଇଥିଲା ।

Meghalaya protest

ମୁଖ୍ୟମନ୍ତ୍ରୀ ବାସଭବନ ଘେରାଉ ନେଇ ଖବର ମିଳିବା ସୁଦ୍ଧା ସିଏମ୍ କୋନରାଡ ସାଙ୍ଗମା ଏବଂ ତାଙ୍କର ଜଣେ PHE ମନ୍ତ୍ରୀ ତାଙ୍କ କାର୍ଯ୍ୟାଳୟ ଭିତରେ ଫସି ରହିଥିଲେ । ଉତ୍ୟକ୍ତ ଜନତା ପଥର ଫିଙ୍ଗିବା ଆରମ୍ଭ କରିଥିଲେ । ଭିଡ଼ ହଟାଇବା ପାଇଁ ପୋଲିସ ଲୁହବୁହା ଗ୍ୟାସ ଗୁଳି ଚଳାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+