ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ କରୋନା ସଂକ୍ରମିତ

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ରାୱତ ନିଜେ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଟୁଇଟ୍ କରି ଏହା ସୂଚନା ଦେଇଛନ୍ତି |

ଡେରାଡୁନ୍ : ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ରାୱତ ନିଜେ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଟୁଇଟ୍ କରି ଏହା ସୂଚନା ଦେଇଛନ୍ତି | ଏହାପୂର୍ବରୁ ଉତ୍ତରାଖଣ୍ଡ ମନ୍ତ୍ରୀ ରେଖା ଆର୍ଯ୍ୟ ଏବଂ ସ୍ୱାସ୍ଥ୍ୟ ସଚିବ ଅମିତ ନେଗି ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ | ଏଥି ସହିତ, ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ କ୍ୟାବିନେଟ୍ ମନ୍ତ୍ରୀଙ୍କ ସମେତ ବିଜେପି କର୍ମୀ, ବିଧାୟକମାନେ ତାଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି |

Trivendra-Sing-Rawat

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଶୁକ୍ରବାର ଟ୍ୱିଟ୍ କରି ସେ କରୋନା ସଂକ୍ରମିତ ହୋଇଥିବା ନେଇ ବୋଲି ନିଶ୍ଚିତ କରିଛନ୍ତି | ସେ ଟ୍ୱିଟ୍ କରି ଲେଖିଛନ୍ତି, 'ଆଜି ମୋର କରୋନା ପରୀକ୍ଷା କରାଯାଇଥିଲା ଏବଂ ରିପୋର୍ଟ ପଜିଟିଭ୍ ଆସିଛି |ମୋର ସ୍ୱାସ୍ଥ୍ୟ ଭଲ ଅଛି ଏବଂ କୌଣସି ଲକ୍ଷଣ ନାହିଁ | ତେଣୁ, ଡାକ୍ତରଙ୍କ ପରାମର୍ଶ ଅନୁସାରେ ମୁଁ ସଙ୍ଗରୋଧରେ ରହିବି | ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି, ଯିଏକି ଗତ କିଛି ଦିନ ମଧ୍ୟରେ ମୋ ସହିତ ମିଳାମିଶଆ କରିଛନ୍ତି, ଦୟାକରି ନିଜକୁ ସଙ୍ଗରୋଧ କରି ରଖନ୍ତୁ ଏବଂ ପରୀକ୍ଷା କରାଇନିଅନ୍ତୁ |'

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+