ଫେବୃଆରୀ 1 ରେ ଉପସ୍ଥାପିତ ହେବ ଥିବା ୟୁନିଅନ୍ ବଜେଟ୍ - 2021
ଜାନୁୟାରୀ 29 ରୁ ସଂସଦ ବଜେଟ୍ ଅଧିବେଶନ ଆରମ୍ଭ ହେଉଥିବାବେଳେ ଫେବୃଆରୀ 1ରେ ଉପସ୍ଥାପିତ ହେବ ୟୁନିୟନ୍ ବଜେଟ୍ 2021 । ସଂସଦର ବଜେଟ୍ ଅଧିବେଶନ ଜାନୁଆରୀ 29ରୁ ଫେବୃଆରୀ 1 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସଂସଦ ମନ୍ତ୍ରାଳୟର କ୍ୟାବିନେଟ୍ କମିଟି (CCPA) ସୂଚନା ଦେଇଛି
ନୂଆଦିଲ୍ଲୀ : ଜାନୁୟାରୀ 29 ରୁ ସଂସଦ ବଜେଟ୍ ଅଧିବେଶନ ଆରମ୍ଭ ହେଉଥିବାବେଳେ ଫେବୃଆରୀ 1ରେ ଉପସ୍ଥାପିତ ହେବ ୟୁନିୟନ୍ ବଜେଟ୍ 2021 । ସଂସଦର ବଜେଟ୍ ଅଧିବେଶନ ଜାନୁଆରୀ 29ରୁ ଫେବୃଆରୀ 1 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସଂସଦ ମନ୍ତ୍ରାଳୟର କ୍ୟାବିନେଟ୍ କମିଟି (CCPA) ସୂଚନା ଦେଇଛି ।

ଫେବୃଆରୀ 1 ରେ କେନ୍ଦ୍ର ବଜେଟ୍ ଉପସ୍ଥାପିତ ହୋଇଥିବାବେଳେ ବଜେଟ୍ ଅଧିବେଶନର ଦ୍ୱିତୀୟ ଭାଗ ମାର୍ଚ୍ଚ 8 ରୁ ଏପ୍ରିଲ୍ 8 ପର୍ଯ୍ୟନ୍ତ ହେବ । ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଜାନୁଆରୀ 29 ରେ ଉଭୟ ସଂସଦ ଗୃହକୁ ସମ୍ବୋଧିତ କରିବେ । ଏହି ଅଧିବେଶନରେ କୋଭିଡ୍ ନିର୍ଦ୍ଦେଶାବଳୀକୁ କଡାକଡ଼ି ଭାବେ ପାଳନ କରାଯିବ । ଉଭୟ ଗୃହ 4 ଘଣ୍ଟା କାର୍ଯ୍ୟ କରିବ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବୁଧବାର ଅର୍ଥନୈତିକ ବ୍ୟାପାର କମିଟି ବୈଠକ କରିବେ । ଆସନ୍ତାକାଲି ପୂର୍ବାହ୍ନ 10.35 ରେ ପୂର୍ଣ୍ଣ କ୍ୟାବିନେଟ୍ ବୈଠକ ପରେ ଏହା ଅନୁଷ୍ଠିତ ହେବ ।
More From
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications