ଭୁଶୁଡ଼ିଲା ଋଷିକେଶ-ବଦ୍ରିନାଥ ରାଜପଥରେ ନିର୍ମାଣଧିନ ବ୍ରିଜ, 4-5 ଜଣ ଲୋକ ଫସି ରହିଥିବା ଆଶଙ୍କା
ଉତ୍ତରାଖଣ୍ଡର ଋଷିକେଶ-ବଦ୍ରିନାଥ ରାଜପଥରେ ରୁଦ୍ରପ୍ରୟାଗଠାରୁ 6 କିଲୋମିଟର ଦୂରରେ ଥିବା ନାର୍କୋଟା ନିକଟରେ ଏକ ନିର୍ମାଣାଧୀନ ବ୍ରିଜ ଭୁଶୁଡ଼ି ପଡ଼ିଛି । ଏଥିରେ ପ୍ରାୟ 6 ରୁ ଶ୍ରମିକ ଆହତ ହୋଇଛନ୍ତି ।
ଦେହରାଡୁନ୍ : ଉତ୍ତରାଖଣ୍ଡର ଋଷିକେଶ-ବଦ୍ରିନାଥ ରାଜପଥରେ ରୁଦ୍ରପ୍ରୟାଗଠାରୁ 6 କିଲୋମିଟର ଦୂରରେ ଥିବା ନାର୍କୋଟା ନିକଟରେ ଏକ ନିର୍ମାଣାଧୀନ ବ୍ରିଜ ଭୁଶୁଡ଼ି ପଡ଼ିଛି । ଏଥିରେ ପ୍ରାୟ 6 ରୁ ଶ୍ରମିକ ଆହତ ହୋଇଛନ୍ତି ।

ଘଟଣା ଖବର ପାଇବା ମାତ୍ରେ SDRF ଏବଂ ପୋଲିସ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । SDRF ରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା 6 ଜଣଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ଡାକ୍ତରଖାନା ନିଆଯାଇଛି । 4-5 ଜଣ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ଏସଡିଆରଏଫ ଏବଂ ପୋଲିସ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।












Click it and Unblock the Notifications