କେଦାରନାଥ ଧାମରେ ବଡ ଦୁର୍ଘଟଣା, ହେଲିକପ୍ଟର ଫ୍ୟାନରେ ଲାଗି UCADA ର ଫାଇନାନ୍ସ କଣ୍ଟ୍ରୋଲରଙ୍କ ମୃତ୍ୟୁ

ରବିବାର ଅପରାହ୍ନରେ ଉତ୍ତରାଖଣ୍ଡର କେଦାରନାଥ ଧାମରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳ ବିକାଶ ପ୍ରାଧିକରଣ ଅର୍ଥ ନିୟନ୍ତ୍ରକ ଅମିତ ସାଇନିଙ୍କ ମୃତ୍ୟୁ ହୋଇଛି । ଅମିତ କେଦାରନାଥ ହେଲିପ୍ୟାଡ ଯାଞ୍ଚ ପାଇଁ ଯାଇଥିଲେ ।
ସୂଚନାନୁସାରେ, ଅମିତ ହେଲିକପ୍ଟର ପଛରେ ଥିବା ଫ୍ୟାନରେ ଲାଗିଯିବାରୁ ତାଙ୍କର ମୃତ୍ୟୁ ହୋଇଛି । ଆପଣଙ୍କୁ କହିରଖୁଛୁ ଦୁଇ ଦିନ ପରେ ଅର୍ଥାତ୍ ଅପ୍ରେଲ 25 ରୁ କେଦାରନାଥ ଧାମ ଯାତ୍ରା ମଧ୍ୟ ଆରମ୍ଭ ହେଉଛି ।












Click it and Unblock the Notifications