ବାନ୍ଦିପୋରାର ବରାର ଅଞ୍ଚଳରେ ଏନକାଉଣ୍ଟରରେ ଆତଙ୍କବାଦୀ ନିହତ

ଜାମ୍ମୁ କାଶ୍ମୀରର ବାନ୍ଦିପୋରା ବରାର (ଅରଗାମ) ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ସମୟପରେ ସୁରକ୍ଷା କର୍ମୀ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି ।

ଜାମ୍ମୁ କାଶ୍ମୀର : ଜାମ୍ମୁ କାଶ୍ମୀରର ବାନ୍ଦିପୋରା ବରାର (ଅରଗାମ) ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ସମୟପରେ ସୁରକ୍ଷା କର୍ମୀ ଏନକାଉଣ୍ଟରରେ 3 ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସର୍ଚ୍ଚ ଅପରେସନ୍ ଜାରି ରହିଛି ।

army

ଘଟଣା ସମ୍ପର୍କରେ ଆଇଜିପି କାଶ୍ମୀର କହିଛନ୍ତି ଯେ ଗତ 11 ତାରିଖ ଦିନ ସାଲିନ୍ଦର ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦ ବିରୋଧୀ ଅପରେସନ ସମୟରେ ଖସି ପଳାଇ ଆସିଥିବା ଦୁଇ ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଟ୍ରାକିଂ କରାଯାଇଥିଲା । ଏହି ଆତଙ୍କବାଦୀମାନେ ଲସ୍କର ଏ ତୋଏବା ସଙ୍ଗଠନର ଦୁଇ ପାକିସ୍ତାନୀ ଆତଙ୍କବାଦୀ । ଗତ କିଛି ଦିନ ତଳେ ସେମାନେ ଅନୁପ୍ରବେଶ କରିଥିଲେ । ସେମାନେ ଶୁକ୍ରବାର ବାନ୍ଦିପୋରା ଅଞ୍ଚଳରେ ଫସି ଯାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+