ନିର୍ବାଚନ କମିଶନର ଅରୁଣ ଗୋୟଲଙ୍କ ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ, ‘ନିଯୁକ୍ତି କାହିଁକି ଏତେ ଶୀଘ୍ର କରାଯାଇଥିଲା ?'

କୋର୍ଟ ପ୍ରଶ୍ନ କରିଛନ୍ତି ଯେ, 24 ଘଣ୍ଟା ମଧ୍ୟରେ କିପରି ସମସ୍ତ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଗଲା । ଏହି ନିଯୁକ୍ତି ଏତେ ତରବରିଆ ଭାବରେ କିପରି ହେଲା ? ଏହାର ଜବାରେ ଏଜି କହିଛନ୍ତି ଯେ ଆମେ କୋର୍ଟର ସମସ୍ତ ପ୍ରଶ୍ନର ଉତ୍ତର ଦେବୁ, କେବଳ ଆମକୁ କହିବାର ସୁଯୋଗ ଦିଅନ୍ତୁ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚ ମୁଖ୍ୟ ନିର୍ବାଚନ କମିଶନର ଏବଂ ନିର୍ବାଚନ କମିଶନରଙ୍କ ନିଯୁକ୍ତି ଉପରେ ଶୁଣାଣି କରୁଛି । ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କଠାରୁ ଜବାବ ମଗାଯାଇଥିଲା । ଏହା ପରେ ଗୁରୁବାର ଆଟର୍ଣ୍ଣି ଜେନେରାଲ୍ (ଏଜି) ଆର ଭେଙ୍କଟରମଣି ମୁଖ୍ୟ ନିର୍ବାଚନ କମିଶନର ଅରୁଣ ଗୋୟଲଙ୍କ ନିଯୁକ୍ତି ଫାଇଲକୁ ବେଞ୍ଚକୁ ହସ୍ତାନ୍ତର କରିଛନ୍ତି । ଏହି ଏଜି ସହିତ କହିଛନ୍ତି ଯେ ମୁଁ କୋର୍ଟଙ୍କୁ ମନେ ପକାଇବାକୁ ଚାହୁଁଛି ଯେ ଆମେ ଏହି ମାମଲାରେ ମିନି ଶୁଣାଣି କରୁନାହାଁନ୍ତି । ଏହା ପରେ ଜଷ୍ଟିସ ଜୋସେଫ ଉତ୍ତର ଦେଇଛନ୍ତି ଯେ ଆମେ ଏହାକୁ ଧ୍ୟାନରେ ରଖିଛୁ ।

Arun Goel

ଫାଇଲ୍ ଦେଖିବା ପରେ କୋର୍ଟ ପ୍ରଶ୍ନ କରିଛନ୍ତି ଯେ, 24 ଘଣ୍ଟା ମଧ୍ୟରେ କିପରି ସମସ୍ତ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଗଲା । ଏହି ନିଯୁକ୍ତି ଏତେ ତରବରିଆ ଭାବରେ କିପରି ହେଲା ? ଏହାର ଜବାରେ ଏଜି କହିଛନ୍ତି ଯେ ଆମେ କୋର୍ଟର ସମସ୍ତ ପ୍ରଶ୍ନର ଉତ୍ତର ଦେବୁ, କେବଳ ଆମକୁ କହିବାର ସୁଯୋଗ ଦିଅନ୍ତୁ ।

ଏଜି କୋର୍ଟଙ୍କୁ କହିଛନ୍ତି ଯେ ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରେ ଏବଂ ତା'ପରେ ସବୁଠାରୁ ଉପଯୁକ୍ତ ଚୟନ ହୋଇଥାଏ । ଏହା ପରେ ତାଙ୍କର ନିଯୁକ୍ତି ହୋଇଥାଏ । ଏଥିରେ ପ୍ରଧାନମନ୍ତ୍ରୀଙ୍କ ମଧ୍ୟ ଭୂମିକା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+