Get Updates
Get notified of breaking news, exclusive insights, and must-see stories!

ହେଟ୍ ସ୍ପିଚ୍ ମାମାଲାରେ ରାଜ୍ୟମାନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସ୍ୱତଃ ସଜ୍ଞାନ ନେଇ ଏଫ୍ଆଇଆର୍ କରାଯିବା ଉଚିତ୍

supreme court

ନୂଆଦିଲ୍ଲୀ : ହେଟ୍ ସ୍ପିଚ୍ ମାମଲାରେ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି । ଯେତେବେଳେ ବି କୌଣସି ହେଟ୍ ସ୍ପିଚ୍ ଦିଆଯାଏ, ସେମାନେ ସ୍ୱତଃ ସଜ୍ଞାନ ନେଇ ଅଭିଯୋଗ ଉପରେ ଏଫ୍ଆଇଆର୍ ପଞ୍ଜିକରଣ କରିବା ଉଚିତ୍ ।

ଘୃଣ୍ୟ ଭାଷଣ ଦେଉଥିବା ବ୍ୟକ୍ତିଙ୍କ ଧର୍ମ ନିର୍ବିଶେଷରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ସୁପ୍ରିମ କୋର୍ଟ ସ୍ପଷ୍ଟ କରିଥିଲେ ଯେ ଯେଉଁ ଦିନ ରାଜନୀତି ଓ ଧର୍ମ ଅଲଗା ହେବ, ସେହି ଦିନ ଘୃଣାର ବକ୍ତବ୍ୟ ବନ୍ଦ ହେବ ।

ନିଜ ଆଡ଼ୁ କାର୍ଯ୍ୟାନୁଷ୍ଠାନ କରିବାକୁ ନିର୍ଦ୍ଦେଶ ଦେଇ କୋର୍ଟ କହିଛନ୍ତି, ସୁପ୍ରିମକୋର୍ଟ ଏହା ସ୍ପଷ୍ଟ କରିଛନ୍ତି ଯେ ସମ୍ବିଧାନର ପ୍ରସ୍ତାବନାରେ ଯେପରି ଧାର୍ଯ୍ୟ କରାଯାଇଛି, ଭାରତର ଧର୍ମନିରପେକ୍ଷ ଚରିତ୍ରକୁ ସୁରକ୍ଷିତ କରାଯାଇପାରିବ, ତେଣୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+