Get Updates
Get notified of breaking news, exclusive insights, and must-see stories!

NEET PG : ଖାଲି ସିଟ୍ ପୂରଣ ପାଇଁ ହେବ ନାହିଁ କୌଣସି ବିଶେଷ କାଉନସେଲିଂ, ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ବର୍ତ୍ତମାନ ମେଡିକାଲ୍ ପିଜି ସିଟ୍ ପୂରଣ ପାଇଁ କୌଣସି ବିଶେଷ କାଉନସେଲିଂ ହେବ ନାହିଁ । NEET-PG-21 ରେ କାଲି ଥିବା 1,456 ଟି ସିଟ୍ ପୂରଣ ପାଇଁ ସ୍ପେଶାଲ୍ ଷ୍ଟ୍ରେ ଭ୍ୟାକାନ୍ସି ରାଉଣ୍ଡର କାଉନସେଲିଂ ପାଇଁ କୋର୍ଟ ଏହି ଦାବିକୁ ଖାରଜ କରିଛନ୍ତି ।

ନୂଆଦିଲ୍ଲୀ : NEET PG ସିଟ୍ ପୂରଣ ପାଇଁ ସ୍ୱତନ୍ତ୍ର କାଉନସେଲିଂ ଦାବି କରି ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ଅର୍ଥାତ୍ ବର୍ତ୍ତମାନ ମେଡିକାଲ୍ ପିଜି ସିଟ୍ ପୂରଣ ପାଇଁ କୌଣସି ବିଶେଷ କାଉନସେଲିଂ ହେବ ନାହିଁ । NEET-PG-21 ରେ କାଲି ଥିବା 1,456 ଟି ସିଟ୍ ପୂରଣ ପାଇଁ ସ୍ପେଶାଲ୍ ଷ୍ଟ୍ରେ ଭ୍ୟାକାନ୍ସି ରାଉଣ୍ଡର କାଉନସେଲିଂ ପାଇଁ କୋର୍ଟ ଏହି ଦାବିକୁ ଖାରଜ କରିଛନ୍ତି ।

supreme court of India

NEET PG ସିଟ୍ ପୂରଣ ପାଇଁ ସ୍ୱତନ୍ତ୍ର କାଉନସେଲିଂ କରିବା ନେଇ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଜନସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଥିବା ଡାକ୍ତରୀ ଶିକ୍ଷାର ଗୁଣବତ୍ତା ସହ ବୁଝାମଣା କରାଯାଇପାରିବ ନାହିଁ । ସୁପ୍ରିମକୋର୍ଟ କହିଛନ୍ତି ଯେ ବର୍ତ୍ତମାନ ରିହାତି ଦେବା ଡାକ୍ତରୀ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+