Get Updates
Get notified of breaking news, exclusive insights, and must-see stories!

'The Kerala Story' ବିବାଦ : ରିଲିଜ୍ ଉପରେ କେରଳ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମ କୋର୍ଟରେ ଆବେଦନ

the kerala story

'ଦ କେରଳ ଷ୍ଟୋରୀ' ର ମୁକ୍ତିଲାଭ ଉପରେ ରୋକ ଲଗାଇବାକୁ ମନା କରିଥିବା କେରଳ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ବର୍ତ୍ତମାନ ସୁପ୍ରିମ କୋର୍ଟରେ ଆବେଦନ କରାଯାଇଛି । ଏହାକୁ ମେ 15 ରେ ତାଲିକାଭୁକ୍ତ କରିବାକୁ ସୁପ୍ରିମ କୋର୍ଟ ସହମତି ପ୍ରକାଶ କରିଛନ୍ତି । ମେ 5 ରେ କେରଳ ହାଇକୋର୍ଟ ଫିଲ୍ମ 'ଦ କେରଳ ଷ୍ଚୋରୀ'ର ରିଲିଜ ଉପରେ ରୋକ୍ ଲଗାଇବାକୁ ମନା କରିଦେଇଥିଲେ ।

ଫିଲ୍ମ ଟି ଯେପରି କେରଳର ଧର୍ମନିରପେକ୍ଷ ସମାଜ ଏହି ଚଳଚ୍ଚିତ୍ରକୁ ସେପରି ଗ୍ରହଣ କରିବେ କହି ହାଇକୋର୍ଟ ଆବେଦନକାରୀଙ୍କୁ କହିଥିଲେ ଯେ ଏହି ଚଳଚ୍ଚିତ୍ରଟି କାଳ୍ପନିକ, କୌଣସି ଇତିହାସ ନୁହେଁ ଯେ ତାହା ସମାଜରେ ସାମ୍ପ୍ରଦାୟିକତା ଏବଂ ବିବାଦ ସୃଷ୍ଟି କରିବ ।

ବାସ୍ତବରେ ମମତା ସରକାର ବଙ୍ଗଳାରେ ଫିଲ୍ମ ରିଲିଜ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଫିଲ୍ମ ନିର୍ମାତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ନିର୍ମାତା ବଙ୍ଗଳାରେ ଫିଲ୍ମ ଉପରେ ହୋଇଥିବା ପ୍ରତିବନ୍ଧକକୁ ହଟାଇବାକୁ ଦାବି କରିଛନ୍ତି । ତାମିଲନାଡୁ ସରକାରଙ୍କୁ ମଧ୍ୟ ରାଜ୍ୟର ପ୍ରେକ୍ଷାଳୟକୁ ସୁରକ୍ଷା ଯୋଗାଇଦେବାକୁ ଦାବି କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+