Get Updates
Get notified of breaking news, exclusive insights, and must-see stories!

ଅତିକ୍-ଅଶରଫ ହତ୍ୟା ମାମଲାରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି, ସ୍ୱଧୀନ ବିଶେଷଜ୍ଞ କମିଟି ଗଠନ ପାଇଁ ଦାବି

ନୂଆଦିଲ୍ଲୀ : ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଅତିକ୍ ଅହମ୍ମଦ ଏବଂ ତାର ଭାଇ ଅଶରଫ ହତ୍ୟା ଘଟଣାର ତଦନ୍ତ ପାଇଁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି । ଜଣେ ପୂର୍ବତନ ବିଚାରପତିଙ୍କ ନେତ୍ୱରେ ଏକ ସ୍ୱାଧୀନ ବିଶେଷଜ୍ଞ କମିଟି ଗଠନ ପାଇଁ ହୋଇଥିବା ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ । 24 ଅପ୍ରେଲରେ କୋର୍ଟ ଏହି ମାମଲାର ଶୁଣାଣି କରିବାକୁ ରାଜି ହୋଇଛନ୍ତି ।

Atiq Ahmed

ଆଡଭୋକେଟ୍ ବିଶାଲ ତିୱାରୀ ମଧ୍ୟ ତାଙ୍କ ଆବେଦନରେ 2017 ପରେ ଉତ୍ତରପ୍ରଦେଶରେ ହୋଇଥିବା ସମସ୍ତ 183 ଏନକାଉଣ୍ଟର ଉପରେ ତଦନ୍ତ ଦାବି କରିଛନ୍ତି । ଏଥିପାଇଁ ସେ ଜଣେ ପୂର୍ବତନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ସ୍ୱାଧୀନ ବିଶେଷଜ୍ଞ କମିଟି ଗଠନ ପାଇଁ ଦାବି ଉଠାଇଥିଲେ । ବର୍ତ୍ତମାନ ସୁପ୍ରିମକୋର୍ଟ ଅପ୍ରେଲ 24 ରେ ଅତିକ୍ ଅହମ୍ମଦ ଏବଂ ତାର ଭାଇ ଅସରଫ ମାମଲାର ଶୁଣାଣି କରିବାକୁ ରାଜି ହୋଇଛନ୍ତି ।

ଆପଣଙ୍କୁ କହି ରଖୁଛୁ ଯେ, ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଉଥିବା ବେଳେ ଅପ୍ରେଲ 15, ଶନିବାର ଦିନ ରାତି ପ୍ରାୟ 10 ଟା ସମୟରେ ପ୍ରୟାଗ୍ରାଜରେ ଅତିକ୍ ଅହମ୍ମଦ ଏବଂ ତାର ଭାଇ ଅଶରଫ କୁ ଗୁଳି କରାଯାଇଥିଲା । ପୁରା ହତ୍ୟାକାଣ୍ଡ କ୍ୟାମେରାରେ ରେକର୍ଡ ହୋଇଥିଲା । ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+