କୃଷି ଆଇନକୁ ବିରୋଧ କରି ଆଓ୍ୱାର୍ଡ ଫେରାଇବାକୁ ଯାଉଥିବା ଖେଳାଳୀଙ୍କୁ ପୋଲିସର ବିରୋଧ
ଦେଶରେ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ନିଜର ଆଓ୍ୱାର୍ଡ ଫେରାଇବାକୁ ରାଷ୍ଟ୍ରପତି ଭବନ ଅଭିମୁଖେ ଯାଉଥିବା ଖେଳାଳୀଙ୍କୁ ଦିଲ୍ଲୀ ପୋଲିସ୍ ଅଟକାଇଛି | ପଞ୍ଜାବ ଏବଂ ଅନ୍ୟସ୍ଥାନର 30 ଖେଳାଳୀ ନୂଆ କୃଷି ଆଇକୁ ବିରୋଧ କରି ନିଜର ଆଓ୍ୱାର୍ଡ ଫେରାଇବାକୁ ଚାହୁଁଥିବା ନେଇ କୁସ୍ତି ଖେଳାଳି କରତାର ସିଂ ସୂଚନା ଦେଇଛନ୍ତି |

Delhi Police stop sportspersons who were marching towards Rashtrapati Bhavan to return their awards to the President in protest against the new farm laws. Wrestler Kartar Singh says, "30 sportspersons from Punjab and some others want to return their award". pic.twitter.com/tnzMLKs35J
— ANI (@ANI) December 7, 2020
ସୂଚନାଯୋଗ୍ୟ ନୂଆ କୃଷି ଆଇନକୁ ବିରୋଧ କରି ଦେଶର ବିଭିନ୍ନ କୃଷକ ସଙ୍ଗଠନ ଜାତୀୟ ରାଜଧାନୀ ଦିଲ୍ଲୀଠାରେ 12ଦିନ ଧରି ଆନ୍ଦୋଳନ କରିଆସୁଛନ୍ତି |












Click it and Unblock the Notifications