Get Updates
Get notified of breaking news, exclusive insights, and must-see stories!

ଭୋପାଳରେ ଜରୁରୀକାଳୀନ ଅବତରଣ କଲା ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କ ବିମାନ

ଭୋପାଳ : ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କ ବିମାନ ଭୋପାଳରେ ଜରୁରୀକାଳୀନ ଅବତରଣ କରିଚି । ଖରାପ ପାଗ ଯୋଗୁଁ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଛି । ଖରାପ ପାଗ ଏବଂ କମ୍ ଦେଖା ଯାଉଥିବାରୁ ଭୋପାଳରେ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଭୋପାଳ ପୋଲିସ କହିଛି ।

Sonia Gandhi

ଆପଣଙ୍କୁ କହି ରଖୁଛୁ, କର୍ଣ୍ଣାଟକର ବେଙ୍ଗାଲୁରୁରେ ବିରୋଧୀ ଦଳର ବୈଠକ ସାରି ଉଭୟ ନେତା ଫେରୁଥିଲେ । ସୋନିଆ ଏବଂ ରାହୁଲଙ୍କ ବିମାନର ଜରୁରୀ ଅବତରଣ ସମ୍ପର୍କରେ ଖବର ଅନୁଯାୟୀ ବାଙ୍ଗାଲୋରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ସମୟରେ ଖରାପ ପାଗ ଯୋଗୁଁ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ବିମାନ ବନ୍ଦରରେ ଅବତରଣ କରିବାକୁ ପଡିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+