Get Updates
Get notified of breaking news, exclusive insights, and must-see stories!

କ୍ୟାବିନ ଧୂଆଁ ସମସ୍ୟା : ପ୍ରତି 15 ଦିନରେ ପ୍ରେଟ ଆଣ୍ଡ ହ୍ୱିଟନୀକୁ ତେଲ ନମୁନା ପଠାଇବାକୁ ସ୍ପାଇସଜେଟକୁ ଡିଜିସିଏର ନିର୍ଦ୍ଦେଶ

ସ୍ପାଇସଜେଟକୁ ପ୍ରତି 15 ଦିନରେ ଇଞ୍ଜିନ ନିର୍ମାତା ପ୍ରେଟ ଆଣ୍ଡ ହ୍ୱିଟନିଙ୍କୁ ତେଲ ନମୁନା ପଠାଇବାକୁ ନିର୍ଦ୍ଦେଶ ଦେଇଛି । କିଛି ଦିନ ପୂର୍ବରୁ ଏସିରେ ତେଲ ଲିକ୍ ହେତୁ କ୍ୟାବିନରେ ଧୂଆଁ ବାହାରିବା ଆରମ୍ଭ ହୋଇଥିଲା ।

ହାଇଦ୍ରାବାଦ : ସ୍ପାଇସଜେଟ୍ ବିମାନର କ୍ୟାବିନରେ ଧୂଆଁ ଦେଖେଦେବାରୁ ହାଇଦ୍ରାବାଦରେ ଜରୁରୀକାଳୀନ ଅବତରଣ ହୋଇଥିଲା । ଏହାକୁ ନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) କଡା ପଦକ୍ଷେପ ନେଇଛି । ସେ ସ୍ପାଇସଜେଟକୁ ପ୍ରତି 15 ଦିନରେ ଇଞ୍ଜିନ ନିର୍ମାତା ପ୍ରେଟ ଆଣ୍ଡ ହ୍ୱିଟନିଙ୍କୁ ତେଲ ନମୁନା ପଠାଇବାକୁ ନିର୍ଦ୍ଦେଶ ଦେଇଛି । କିଛି ଦିନ ପୂର୍ବରୁ ଏସିରେ ତେଲ ଲିକ୍ ହେତୁ କ୍ୟାବିନରେ ଧୂଆଁ ବାହାରିବା ଆରମ୍ଭ ହୋଇଥିଲା ।

spice jet

ସ୍ପାଇସଜେଟ୍ ବିମାନ VT-SQB ଅବତରଣ ସମୟରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଏହା ପରେ ହାଇଦ୍ରାବାଦରେ ବିମାନର ଜରୁରୀ ଅବତରଣ କରାଯାଇଥିଲା । ଯାତ୍ରୀମାନଙ୍କୁ କ୍ୟାବିନ କ୍ରୁ ଏବଂ ବିମାନବନ୍ଦର କର୍ମଚାରୀଙ୍କ ସହାୟତାରେ ସୁରକ୍ଷିତ ଭାବେ ବାହାର କରାଯାଇଥିଲା ।

ଅନ୍ୟ ଏକ ସ୍ପାଇସଜେଟ୍ ବିମାନ ଭିତରେ ଅପ୍ରତ୍ୟାଶିତ ଘଟଣାର ତଦନ୍ତ ପାଇଁ ଡିଜିସିଏ ନିର୍ଦ୍ଦେଶ ଦେଇଛନ୍ତି । ଏହି ସ୍ପାଇସଜେଟ୍ ବିମାନ ଗୋଆରୁ ହାଇଦ୍ରାବାଦକୁ ଆସୁଥିଲା ଏବଂ ହଠାତ୍ ଏହା ଭିତରେ ଧୂଆଁ ଭରିଗଲା । ଏହି କାରଣରୁ ବିମାନଟି ହାଇଦ୍ରାବାଦରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+