Get Updates
Get notified of breaking news, exclusive insights, and must-see stories!

ଶ୍ରଦ୍ଧା ୱାଲକର ମାମଲାରେ ବଡ ଖୁଲାସା, ଶ୍ରଦ୍ଧାଙ୍କ ହାଡକୁ ଆରି ରେ କାଟିଥିଲା ଅଫତାବ

ସାରା ଦେଶକୁ ଦୋହଲାଇ ଦେଇଥିବା ଶ୍ରଦ୍ଧା ୱାଲକର ହତ୍ୟା ମାମଲାରେ ଏକ ବଡ଼ ଖୁଲାସା ସାମ୍ନାକୁ ଆସିଛି । ଶରୀରର ହାଡ଼ ଗୁଡ଼ିକର ବ୍ୟବଚ୍ଛେଦ ରିପୋର୍ଟରୁ ଜଣା ପଡ଼ିଛି ଶ୍ରଦ୍ଧାଙ୍କ ମୃତ ଶରୀରକୁ ଫିଙ୍ଗିବା ପୂର୍ବରୁ ଏସବୁ କି ଆରି ସାହାଯ୍ୟରେ କଟାଯାଇଥିଲା ।

ନୂଆଦିଲ୍ଲୀ: ସାରା ଦେଶକୁ ଦୋହଲାଇ ଦେଇଥିବା ଶ୍ରଦ୍ଧା ୱାଲକର ହତ୍ୟା ମାମଲାରେ ଏକ ବଡ଼ ଖୁଲାସା ସାମ୍ନାକୁ ଆସିଛି । ଶରୀରର ହାଡ଼ ଗୁଡ଼ିକର ବ୍ୟବଚ୍ଛେଦ ରିପୋର୍ଟରୁ ଜଣା ପଡ଼ିଛି ଶ୍ରଦ୍ଧାଙ୍କ ମୃତ ଶରୀରକୁ ଫିଙ୍ଗିବା ପୂର୍ବରୁ ଏସବୁ କି ଆରି ସାହାଯ୍ୟରେ କଟାଯାଇଥିଲା ।

ଏହା ପୂର୍ବରୁ ଏହି ମାମଲାରେ ଖୋଜାଖୋଜି ବେଳେ ପୋଲିସ୍ ମେହରୌଲି ଜଙ୍ଗଲରୁ ପାଇଥିବା ହାଡ଼ ଶ୍ରଦ୍ଧାଙ୍କର ବୋଲି ଡିଏନ୍ଏ ପରୀକ୍ଷାରୁ ଜଣାପଡ଼ିଥିଲା ।

aftab poonawalla

ଏହା ବ୍ୟତୀତ ଅଫତାବ ପୁନାୱାଲାଙ୍କ ଫ୍ଲାଟରୁ ମିଳିଥିବା ରକ୍ତ ନମୁନା ମଧ୍ୟ ଶ୍ରଦ୍ଧା ୱାକରଙ୍କ ବୋଲି ନିଶ୍ଚିତ ହୋଇଛି । ଏଥିପାଇଁ ଶ୍ରଦ୍ଧାଙ୍କ ପିତାଙ୍କ ରକ୍ତ ନମୁନା ନେଇ ଡିଏନ୍ଏ ପରୀକ୍ଷା କରାଯାଇଥିଲା । ଅଫତାବ ପୁନାୱାଲାଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ ସେ ମେ 18 ରେ ମେହେରୌଲିରେ ଥିବା ଭଡାଘରେ ଶ୍ରଦ୍ଧା ୱାଲକରଙ୍କ ସହ ଝଗଡା କରିଥିଲେ ଏବଂ ଏହା ପରେ ସେ ଶ୍ରଦ୍ଧାଙ୍କୁ ହତ୍ୟା କରିଥିଲେ । ଘଟଣାକୁ ଲୁଚାଇବା ପାଇଁ ଅଫତାବ ଶ୍ରଦ୍ଧାଙ୍କ ମୃତଦେହକୁ ଜଙ୍ଗଲରେ ଫୋପାଡ଼ିବାକୁ ଯୋଜନା କରିଥିଲା । ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ଏସବୁ କୁ ମେହରୌଲି ଜଙ୍ଗଲରେ ଫୋପାଡ଼ିଦେଇଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+