ଏନଡିଆରଏଫ ମୁଖ୍ୟ ହେଲେ ଅତୁଲ କୁମାର, ଶିଲବର୍ଦ୍ଧନ ସିଂହ ଙ୍କୁ CISF ଦାୟିତ୍ୱ
କେନ୍ଦ୍ର ସରକାର ଶୀଲ ବର୍ଦ୍ଧନ ସିଂହଙ୍କୁ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ (CAPF) ର ନୂତନ ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି ।
ନୂଆଦିଲ୍ଲୀ : କେନ୍ଦ୍ର ସରକାର ଶୀଲ ବର୍ଦ୍ଧନ ସିଂହଙ୍କୁ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ (CAPF) ର ନୂତନ ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି । CISF ମେ 25 ରୁ କୌଣସି ପ୍ରମୁଖ ବିନା କାର୍ଯ୍ୟ କରୁଥିଲା । CIDF ମୁଖ୍ୟ ଥିବା ସୁବୋଧ ଜୈସୱାଲଙ୍କୁ ସିବିଆଇର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିଲା । ସେବେଠାରୁ ଏହି ପଦବୀ ଖାଲି ଥିଲା ।













Click it and Unblock the Notifications