ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷାରେ ପୁଣି ତ୍ରୁଟି, କର୍ଣ୍ଣାଟକରେ ରୋଡ୍ ସୋ ବେଳେ ବ୍ୟାରିକେଡ୍ ଡେଇଁ ଧସେଇ ପଶିଲେ ଯୁବକ

Narendra Modi

ବେଙ୍ଗାଲୁରୁ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ପୁଣି ତ୍ରୁଟି ଦେଖିବାକୁ ମିଳିଛି । ମୋଦୀ ଆଜି(ଶନିବାର) କର୍ଣ୍ଣାଟକରେ ରୋଡ଼ ସୋ କରୁଥିବା ବେଳେ ଜଣେ ଯୁବକ ବ୍ୟାରିକେଡ଼୍ ଡେଇଁ ଧସେଇ ପଶିବାକୁ ଚେଷ୍ଟା କରିଥିଲେ ।

ଯୁବକ ଜଣକ ପିଏମ ମୋଦୀଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରିଥିଲେ । କିନ୍ତୁ ପିଏମ ମୋଦୀଙ୍କ ସୁରକ୍ଷାରେ ନିୟୋଜିତ ସୁରକ୍ଷା କର୍ମୀ ତୁରନ୍ତ ଉକ୍ତ ବ୍ୟକ୍ତିଙ୍କୁ ଧରିଥିଲେ । ପରେ ପୋଲିସ ତାଙ୍କୁ ଗିରଫ କରିଛି । ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯାହା ପୋଲିସ ମଧ୍ୟ ନିଶ୍ଚିତ କରିଛି ।

ଘଟଣା ପରେ ପୋଲିସ୍‌ ଯୁବକଙ୍କୁ ଅଟକ ରଖି ସେ କେଉଁ ଉଦ୍ଦେଶ୍ୟରେ ସୁରକ୍ଷାବଳୟ ଭେଦ କରି ମୋଦିଙ୍କ ପାଖକୁ ଯିବାକୁ ଚାହୁଁଥିଲେ, ସେକଥା ଜାଣିବାକୁ ଚେଷ୍ଟା କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+