ଜାମ୍ମୁ କାଶ୍ମୀରର ରଜୌରୀରେ ଭୟଙ୍କର କାର ଦୁର୍ଘଟଣା, 4 ମୃତ, 5 ଜଣ ଆହତ

ଜାମ୍ମୁ କାଶ୍ମୀରର ରଜୌରୀରେ ଏକ ବଡ଼ ସଡ଼କ ଦୁର୍ଘଟଣା ସାମ୍ନାକୁ ଆସିଛି । ଏକ କାର ଦୁର୍ଘଟଣାର ଶିକାର ହୋଇଛି । ଏହି ଦୁର୍ଘଟଣାରେ 4 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 5 ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

accident

ରଜୌରୀ ମେଡିକାଲ୍ ଅଧୀକ୍ଷକ ହୁସେନ୍ ବଜର କହିଛନ୍ତି ଯେ ଆହତମାନଙ୍କୁ ସରକାରୀ ମେଡିକାଲ କଲେଜ ଏବଂ ଆସୋସିଏଟେଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଚିକିତ୍ସା କରାଯାଉଛି । ବର୍ତ୍ତମାନ ଆହତଙ୍କ ଅବସ୍ଥା ସ୍ଥିର ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+