Train accident: ଧାରଣାରୁ ଖସିଲା ସାବରମତି-ଆଗ୍ରା ସୁପରଫାଷ୍ଟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର
Rajasthan Train derailed: ରାଜସ୍ଥାନରୁ ଏକ ବଡ଼ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ସାବରମତି ଆଗ୍ରା କେଣ୍ଟ ସୁପରଫାଷ୍ଟ ଟ୍ରେନ ଲାଇନଚ୍ୟୁତ ହୋଇଛି । ଟ୍ରେନର 4 ଟି କୋଚ୍ ଲାଇନଚ୍ୟୁତ ହୋଇଛି । ଆଜମେରର ମଦାର ଷ୍ଟେସନ ପୂର୍ବରୁ ଏହି ଦୁର୍ଘଟଣା ଘଟିଛି ।
ତେବେ କୌଣସି କ୍ଷୟକ୍ଷତିର ଖବର ମିଳିପାରି ନାହିଁ । ଏ ନେଇ ଅଧିକ ତଦନ୍ତ ଜାରି ରହିଛି ।













Click it and Unblock the Notifications