Farmer Protest : 'ଅନ୍ନଦାତା ମାଗୁଛି ଅଧିକାର, ସରକାର କରୁଛି ଅତ୍ୟାଚାର'

ରାହୁଲ ଗାନ୍ଧୀ ଟ୍ୱିଟ୍ କରି ଲେଖିଛନ୍ତି ଯେ, 'ଦେଶର ସୀମାରେ ଯାହାର ପୁଅ ଜୀବନ ବିତାଉଛନ୍ତି, ସେମାନଙ୍କ ପାଇଁ ଦିଲ୍ଲୀ ସୀମାରେ କଣ୍ଟା ବିଛାଯାଇଛି । ଅନ୍ନଦାଦା ମାଗୁଛି ଅଧିକାର, ସରକାର କରୁଛି ଅତ୍ୟାଚାର ।'

ନୂଆଦିଲ୍ଲୀ : ଦେଶର ଚାଲିଥିବା କୃଷକ ଆନ୍ଦୋଳନକୁ ଆଜି ପୁରିଛି ଶହେ ଦିନ । ନୂତନ କୃଷି ଆଇନ ପ୍ରତ୍ୟାହାର ଏବଂ ଏମଏସପି ଲାଗୁ କରିବାକୁ ଦାବି କରି କୃଷକମାନେ ଜିଦ୍ ଧରିଛନ୍ତି । ଦିଲ୍ଲୀର ଟିକ୍ରି, ସିଙ୍ଗୁ ଏବଂ ଗାଜୀପୁର ସୀମାରେ କୃଷକଙ୍କ କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରଦର୍ଶନ ପ୍ରଦର୍ଶନ ଚାଲିଛି । ଚାଷୀଙ୍କ ଏହି ଆନ୍ଦୋଳକୁ ସମର୍ଥନ ଦେବା ସହ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମଣାତ୍ମକ ବୟାନବାଜି କରୁଛନ୍ତି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ଲଗାତାର ଭାବେ କୃଷି ଆଇନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି ।

Rahul-Gandhi

ରାହୁଲ ଗାନ୍ଧୀ ଟ୍ୱିଟ୍ କରି ଲେଖିଛନ୍ତି ଯେ, 'ଦେଶର ସୀମାରେ ଯାହାର ପୁଅ ଜୀବନ ବିତାଉଛନ୍ତି, ସେମାନଙ୍କ ପାଇଁ ଦିଲ୍ଲୀ ସୀମାରେ କଣ୍ଟା ବିଛାଯାଇଛି । ଅନ୍ନଦାଦା ମାଗୁଛି ଅଧିକାର, ସରକାର କରୁଛି ଅତ୍ୟାଚାର ।'

ଆଜିକାଲି ରାହୁଲ ଗାନ୍ଧୀ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟରେ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି । କେରଳରେ ଏକ ରାଲିରେ ସେ କହିଛନ୍ତି ଯେ, କୃଷି ଆଇନ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଆମେ ଶାନ୍ତିରେ ବସିବୁ ନାହିଁ । ଏଥିସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କୃଷକ ଅଧିନିୟମ ପଛରେ ନିଜର ବ୍ୟବସାୟିକ ବନ୍ଧୁମାନଙ୍କୁ ଉପକୃତ କରୁଥିବା ଅଭିଯୋଗ କରିଛନ୍ତି ରାହୁଲ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+