President Speech Live : ଲୋକସଭା ଆସନ୍ତା ଫେବୃଆରୀ 1, 2022 ପର୍ଯ୍ୟନ୍ତ ମୁଲତବୀ
ଆଜିଠୁ ଆରମ୍ଭ ହେବ ସଂସଦ ବଜେଟ୍ ଅଧିବେଶନ । ଅଧିବେଶନ ଆରମ୍ଭରୁ ରାଷ୍ଟ୍ରପତି ଉଭୟ ଗୃହକୁ ସମ୍ବୋଧିତ କରିବେ । ପୂର୍ବାହ୍ନ 11ଟାରେ ରାଷ୍ଟ୍ରପତି ଗୃହକୁ ସମ୍ବୋଧିତ କରିବେ ।

ନୂଆଦିଲ୍ଲୀ : ଆଜିଠୁ ଆରମ୍ଭ ହେବ ସଂସଦ ବଜେଟ୍ ଅଧିବେଶନ । ଅଧିବେଶନ ଆରମ୍ଭରୁ ରାଷ୍ଟ୍ରପତି ଉଭୟ ଗୃହକୁ ସମ୍ବୋଧିତ କରିବେ । ପୂର୍ବାହ୍ନ 11ଟାରେ ରାଷ୍ଟ୍ରପତି ଗୃହକୁ ସମ୍ବୋଧିତ କରିବେ । ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ସଂସଦରେ ଉପସ୍ଥାପିତ ହେବ 2021-22 ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ।
ଏହା ପରେ ଆରମ୍ଭ ହେବ ଲୋକସଭା ଗୃହ କାର୍ଯ୍ୟ । ଏହା ପରେ ଅପରାହ୍ନ 2ଟା 30 ରେ ଆରମ୍ଭ ହେବ ରାଜ୍ୟସଭା ଗୃହ କାର୍ଯ୍ୟ । ଉଭୟ ଗୃହରେ ଉପସ୍ଥାପିତ ହେବ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ।
ବଜେଟ୍ ଅଧିବେଶନର ପ୍ରତ୍ୟେକ ଟିକିନିଖି ଅପଡେଟ୍ ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆ...












Click it and Unblock the Notifications