ଡିସେମ୍ବର 25 ରେ ଦିଆଯାଇପାରେ ପିଏମ୍-କିଷାନର ପରବର୍ତ୍ତୀ କିସ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 25 ଡିସେମ୍ବର 2020 ଦିନ ମଧ୍ୟାହ୍ନ 12 ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପିଏମ୍ -କିଷାନ(PM-KISAN) ଅଧୀନରେ ଆର୍ଥିକ ଲାଭର ପରବର୍ତ୍ତୀ କିସ୍ତି ପ୍ରଦାନ ନେଇ ଘୋଷଣା କରିବେ |

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 25 ଡିସେମ୍ବର 2020 ଦିନ ମଧ୍ୟାହ୍ନ 12 ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପିଏମ୍ -କିଷାନ(PM-KISAN) ଅଧୀନରେ ଆର୍ଥିକ ଲାଭର ପରବର୍ତ୍ତୀ କିସ୍ତି ପ୍ରଦାନ ନେଇ ଘୋଷଣା କରିବେ | ଏହି ଅବସରରେ 9କୋଟି ହିତାଧିକାରୀଙ୍କୁ 18 ହଜାର କୋଟି ଟଙ୍କା ପ୍ରଦାନ କରିବେ |

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଛ' ଟି ବିଭିନ୍ନ ରାଜ୍ୟର କୃଷକଙ୍କ ସହ ମଧ୍ୟ ଆଲୋଚନା କରିବେ | ପିଏମ୍-କିଷାନ ଏବଂ କୃଷକଙ୍କ କଲ୍ୟାଣ ପାଇଁ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ କୃଷକମାନେ ସେମାନଙ୍କର ଅଭିଜ୍ଞତା ସେୟାର କରିବେ | ଏହି ଅବସରରେ କେନ୍ଦ୍ର କୃଷି ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ |

PM-Narendra Modi

PM KISAN ବିଷୟରେ

PM-KISAN ଯୋଜନା ଅଧୀନରେ, ଯୋଗ୍ୟ ହିତାଧିକାରୀ ଚାଷୀଙ୍କୁ ବାର୍ଷିକ 6000 ଟଙ୍କା ର ଆର୍ଥିକ ଲାଭ ପ୍ରଦାନ କରାଯାଇଥାଏ, ଯାହା 3ଟି ମାସିକ କିସ୍ତିରେ 2000ଟଙ୍କା ଦିଆଯିବାର ବ୍ୟବସ୍ଥା ରହିଛି | ଏହି ପାଣ୍ଠି ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ସ୍ଥାନାନ୍ତରିତ ହବ |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+