PM Modi to Address Nation Live : 18 ବର୍ଷ ଅଧିକ ସମସ୍ତଙ୍କୁ ମାଗଣା ଟିକା ନେଇ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ
ସନ୍ଧ୍ୟା 5ଟା ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ସୋମବାର ସନ୍ଧ୍ୟା 5ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ସମସ୍ତଙ୍କୁ ମାଗଣା ଟିକା ଓ ମାଗଣା ରାସନ ନେଇ ବଡ ଘୋଷଣା କରିଛନ୍ତି ମୋଦୀ । 21 ଜୁନରୁ 18ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣା ଟିକା ଦିଆଯିବ । ଲୋକେ ଘରୋଇ ହସ୍ପିଟାଲରେ ଚାହିଁଲେ ଟିକା କିଣିକି ନେଇ ପାରିବେ । ଏଥିପାଇଁ ଘରୋଇ ହସ୍ପିଟାଲ 150 ଟଙ୍କାର ସର୍ଭିସ ଚାର୍ଜ ନେବେ । ସେହିପରି କରୋନା ବିପତିରେ ଲୋକଙ୍କ ଜୀବନକୁ ଆଖି ଆଗରେ ରଖି ନଭେମ୍ବର ପର୍ଯ୍ୟନ୍ତ ସମସ୍ତଙ୍କୁ ମାଗଣା ରାସନ ଦେବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶର 80 କୋଟି ଲୋକଙ୍କୁ ଏହି ମାଗଣା ରାସନ ଯୋଗାଇ ଦିଆଯିବ ।
ଜାଣନ୍ତୁ ଲାଇଭ୍ ଅପଡେଟ୍
Prime Minister's declaration that COVID19 vaccine will be supplied free of cost to the States from 21 June, is the most appropriate response at this hour. I am happy that our request has been positively responded to by the Prime Minister: Kerala CM Pinarayi Vijayan
(file pic) pic.twitter.com/PLnHihkUzh
— ANI (@ANI) June 7, 2021
Every life is precious. No one is safe until every one is vaccinated. As a nation we stand united in this fight against #Covid19 pandemic. Thank PM Shri @narendramodi ji for making vaccination a national mission. #JaiHind
— Naveen Patnaik (@Naveen_Odisha) June 7, 2021
I express my gratitude to PM Modi for the decision of free vaccine to States, it will not put an additional burden on the States. Free vaccination for all above 18 will go a long way in defeating a possible third wave of COVID19: Haryana CM ML Khattar
(file pic) pic.twitter.com/MmBSzmFR86
— ANI (@ANI) June 7, 2021
आदरणीय प्रधानमंत्री श्री @narendramodi जी आज 07 जून 2021 को सायं 5 बजे राष्ट्र को संबोधित करेंगे।
आइए, हम सब प्रधानमंत्री जी के विचारों को सुनकर मार्गदर्शन प्राप्त करें।
— Yogi Adityanath (@myogiadityanath) June 7, 2021















Click it and Unblock the Notifications