ଆସିବ 100 ଟଙ୍କିଆ କଏନ୍ ! ଲେଖା ରହିବ ‘ମନ କି ବାତ୍'

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଡିଓରେ ଆରମ୍ଭ କରିଥିବା 'ମନ କି ବାତ୍' କାର୍ଯ୍ୟକ୍ରମ 100 ଏପିସୋଡ୍ ପୂରଣ କରିବାକୁ ଯାଉଛି । ଏହି ଅବସରରେ ପିଏମ ମୋଦୀ 100 ଟଙ୍କାର ଏକ ସ୍ୱତନ୍ତ୍ର ମୁଦ୍ରା ଜାରି କରିବେ ।

ମିଡିଆ ରିପୋର୍ଟ ଅନୁଯାୟୀ, 'ମନ୍ କି ବାତ୍' ମୁଦ୍ରା ଅତ୍ୟନ୍ତ ସ୍ୱତନ୍ତ୍ର ହେବ । ଏହା ଉପରେ ମାଇକ୍ରୋଫୋନ୍ ର ତିତ୍ର ରହିବ ଏବଂ ବର୍ଷ ସ୍ଥାନରେ 2023 ଲେଖାଯିବ । ଏହି ମୁଦ୍ରାରେ 'ମନ୍ କି ବାତ୍ 100' ମଧ୍ୟ ଲେଖାଯିବ । ତେବେ ଏହାର କୌଣସି ଚିତ୍ର ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ ।

100 rupee coin

ମୁଦ୍ରାର ଉପର ଭାଗରେ ଅଶୋକ ସ୍ତମ୍ଭର ସିଂହ ରହିବ, ଯାହା ତଳେ ସତ୍ୟମେବ ଜୟତେ ଲେଖାଯିବ । ଏହା ବ୍ୟତୀତ 'ଭାରତ' ହିନ୍ଦୀ-ଇଂରାଜୀରେ ଲେଖାଯିବ ।

ବିଶେଷ କଥା ହେଉଛି ଏହି ମୁଦ୍ରାରେ ଟଙ୍କାର ପ୍ରତୀକ ମଧ୍ୟ ତିଆରି ହେବ । ଏହି ମୁଦ୍ରା ତିଆରି ପାଇଁ ରୂପା, ତମ୍ବା, ନିକେଲ ଏବଂ ଜିଙ୍କ ବ୍ୟବହାର କରାଯାଇଛି । ଏହାର ଗୋଲାକାର 44 ମିମି ।

'ମନ କି ବାତ୍' କାର୍ଯ୍ୟକ୍ରମ ପିଏମ ମୋଦୀ 3 ଅକ୍ଟୋବର 2014 ରେ ଆରମ୍ଭ ହୋଇଥିଲା । ସେବେଠାରୁ ମାସର ଶେଷ ରବିବାର ଦିନ ପିଏମ ମୋଦୀ ଜନସାଧାରଣଙ୍କ ସହ 'ମନ କି ବାତ୍' କଥା ହୋଇଥିଲେ । 30 ଅପ୍ରଲରେ ଏହା 100 ଟି ଏପିସୋଡ ପୂରଣ କରିବା ନେଇ ଅନେକ ସ୍ଥାନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+