ଶୁଭାରମ୍ଭ ହେଲା ଦେଶର ପ୍ରଥମ ଚାଳକବିହୀନ ଟ୍ରେନ୍

ଏହି ଚାଳକବିହୀନ ଟ୍ରେନଟି ଦିଲ୍ଲୀ ମେଟ୍ରୋର ମାଜେଣ୍ଟା ଲାଇନ୍(ଜନକପୁରୀ ପଶ୍ଚିମ ରୁ ବଟାନିକାଲ ଗାର୍ଡେନ) ଭିତରେ 37କିଲୋମିଟର ଦୂରତା ଚଳାଚଳ କରିବ | ପରେ 2021ମଧ୍ୟ ସୁଦ୍ଧା ଏହା ଆଉ 56 କିଲୋମିଟର ଗଡ଼ିବ ବୋଲି ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ସୂଚନା ଦେଇଛି |

ନୂଆଦିଲ୍ଲୀ : ଦେଶରେ ଚାଲିବ ଚାଳକବିହୀନ ଟ୍ରେନ୍ | ସୋମବାର ପୂର୍ବାହ୍ନ 11ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏହାର ଉଦଘାଟନ କରିଛନ୍ତି | ଏହି ଚାଳକବିହୀନ ଟ୍ରେନଟି ଦିଲ୍ଲୀ ମେଟ୍ରୋର ମାଜେଣ୍ଟା ଲାଇନ୍(ଜନକପୁରୀ ପଶ୍ଚିମ ରୁ ବଟାନିକାଲ ଗାର୍ଡେନ) ଭିତରେ 37କିଲୋମିଟର ଦୂରତା ଚଳାଚଳ କରିବ | ପରେ 2021ମଧ୍ୟ ସୁଦ୍ଧା ଏହା ଆଉ 56 କିଲୋମିଟର ଗଡ଼ିବ ବୋଲି ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ସୂଚନା ଦେଇଛି | ଏହାଦ୍ୱାରା ଭାରତ ବିଶ୍ୱର ପ୍ରମୁଖ ମେଟ୍ରୋ ରେଳ ସେବା ପ୍ରଦାନକାରୀ ରାଷ୍ଟ୍ର ବର୍ଗରେ ସାମିଲ ହେବ |

Narendra-Modi

2017 ସେପ୍ଟେମ୍ବରରୁ ପ୍ରଥମେ ଏହାର ପରୀକ୍ଷାମୂଳକ ଭାବେ ଚଲାଇଥିଲା | ଏହି ଟ୍ରେନ୍ 95 କି.ମି. ପ୍ରତି ଘଣ୍ଟା ହିସାବରେ ଗତି କରିବ । ଏହି ଟ୍ରେନରେ ବହୁ ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯାଇଛି । ଦିଲ୍ଲୀ ମେଟ୍ରୋ ଟ୍ରେନ୍ 390 କିମି ମଧ୍ୟରେ ଚଳାଚଳ କରୁଛି | ଏଥିରେ 285ଟି ଷ୍ଟେସନ ଓ 11ଟି କରିଡର ରହିଛି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+