ହ୍ରାସ ପାଇଲା ପେଟ୍ରୋଲ ଓ ଡିଜେଲ ଦର

ଗତ ସାତ ଦିନ ମଧ୍ୟରେ ବୁଧବାର ଭୁବନେଶ୍ୱରରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇଛି | ବୁଧବାର ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା 52 ଟଙ୍କା 2 ପଇସା ରହିଛି |

ଭୁବନେଶ୍ୱର : ଗତ ସାତ ଦିନ ମଧ୍ୟରେ ବୁଧବାର ଭୁବନେଶ୍ୱରରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇଛି | ବୁଧବାର ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା 52 ଟଙ୍କା 2 ପଇସା ରହିଛି | ଗତକାଲିର ଦରଠାରୁ 53 ପଇସା ହ୍ରାସ ପାଇଛି | କ୍ରମାଗତ ଭାବେ ଗତ ସାତ ଦିନରେ ପେଟ୍ରୋଲ ଦର ବୃଦ୍ଧି ପାଇ 82 ଟଙ୍କା 56 ପଇସାରେ ପହଞ୍ଚିଥିଲା |

ସେହିପରି ଡିଜେଲ ଲିଟର ପିଛା 77ଟଙ୍କା 59 ପଇସା ରହିଛି | ଗତକାଲିର ଦରଠାରୁ 54 ପଇସା ହ୍ରାସ ପାଇଛି | ଗତ 6ଦିନ ଧରି କ୍ରମାଗତ ଭାବେ ବୃଦ୍ଧି ପାଇ 78ଟଙ୍କା 12 ପଇସାରେ ପହଞ୍ଚିଥିଲା |

PEtrol-Pump
ପୂର୍ବ ପାଞ୍ଚ ଦିନରେ ବିଶ୍ୱସ୍ତରରେ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ପରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା 53 ପଇସା ବୃଦ୍ଧି ପାଇଥିଲା |

ଇଣ୍ଡିଆନ ଅଏଲ କର୍ପୋରେସନ୍, ଭାରତ ପେଟ୍ରୋଲିୟମ କର୍ପୋର୍ସନ ଲିମିଟେଡ୍ ଏବଂ ହିନ୍ଦୁସ୍ଥଆନ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ ଭଳି ତୈଳ ମାର୍କେଟିଂ କମ୍ପାନୀ ଅନ୍ତର୍ଜାତୀୟ ସ୍ତରରେ ତୈଳ ଦାମ ଏବଂ ବୈଦେଶିକ ମୁଦ୍ରାର ମୂଲ୍ୟକୁ ଆଧାର କରି ଡିଜେଲ ଏବଂ ପେଟ୍ରୋଲ ଦର ସ୍ଥିର କରିଥାନ୍ତି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+