ବିମାନରେ ବଢୁଛି ବିଶୃଙ୍ଖଳା, କ୍ୟାବିନ୍ କ୍ରୁ ଙ୍କୁ ଦୁର୍ବବ୍ୟବହାର କରି ଯାତ୍ରୀ ଗିରଫ
ଏୟାର ଇଣ୍ଡିଆରେ ଯାତ୍ରୀଙ୍କ ଦୁର୍ବବ୍ୟବହାର ପରେ ବର୍ତ୍ତମାନ ସ୍ପାଇସ୍ ଜେଟ୍ ବିମାନରେ ଏପରି ଏକ ଖବର ଆସିଛି । ଜଣେ ଯାତ୍ରୀ କ୍ୟାବିନ୍ କ୍ରୁ ଙ୍କ ସହ ଅଶୋଭନୀୟ ଆଚରଣ କରିବା ଅଭିଯୋଗରେ 2 ଜଣ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଛି ।

ନୂଆଦିଲ୍ଳୀ: ଗତ କିଛି ଦିନ ହେବ ବିମାନରେ ଯାତ୍ରୀଙ୍କ ବିଶୃଙ୍ଖଳା ଖବର ବାରମ୍ବାର ସାମ୍ନାକୁ ଆସୁଛି । ଏୟାର ଇଣ୍ଡିଆରେ ଯାତ୍ରୀଙ୍କ ଦୁର୍ବବ୍ୟବହାର ପରେ ବର୍ତ୍ତମାନ ସ୍ପାଇସ୍ ଜେଟ୍ ବିମାନରେ ଏପରି ଏକ ଖବର ଆସିଛି । ଜଣେ ଯାତ୍ରୀ କ୍ୟାବିନ୍ କ୍ରୁ ଙ୍କ ସହ ଅଶୋଭନୀୟ ଆଚରଣ କରିବା ଅଭିଯୋଗରେ 2 ଜଣ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଛି ।
ଦିଲ୍ଲୀରୁ ହାଇଦ୍ରାବାଦ୍ ଯାଉଥିବା ସ୍ପାଇସ୍ଜେଟ୍ ବିମାନରେ ମହିଳା କ୍ୟାବିନ୍ କ୍ରୁଙ୍କ ସହ ଜଣେ ଯାତ୍ରୀ ଅସଦାଚାରଣ କରିଥିବା ଅଭିଯୋଗ ହୋଇଛି । ଏହା ପରେ ଯାତ୍ରୀଙ୍କୁ ଗିରଫ କରାଯାଇଛି । ଗିରଫ ଯାତ୍ରୀ ଅବସର ଆଲାମ ବୋଲି ଜଣାପଡ଼ିଛି ।
ମିଳିଥିବା ସୂଚନାନୁଯାୟୀ ବୋର୍ଡିଂ ସମୟରେ ଗତକାଲି ଜଣେ ଯାତ୍ରୀ କ୍ୟାବିନ କର୍ମଚାରୀଙ୍କୁ ହଇରାଣ କରିଥିଲେ ଏବଂ ଖରାପ ବ୍ୟବହାର କରିଥିଲେ । ଫଳରେ କ୍ୟାବିନ ସଦସ୍ୟ ଜଣଙ୍କ କାନ୍ଦି ପକାଇଥିଲେ । ଏହି କାରଣ ପାଇଁ ସମ୍ପୃକ୍ତ ଯାତ୍ରୀ ଏବଂ ତାଙ୍କର ଅନ୍ୟ ଜଣେ ସହଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇ ସୁରକ୍ଷା ସଂସ୍ଥାକୁ ହସ୍ତାନ୍ତର କରାଯାଇଥିଲା ।
ସେହି ସମୟର ଏକ ଭିଡିଓ ବି ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଯାତ୍ରୀ ଜଣକ କ୍ୟାବନ କ୍ରିୟୁଙ୍କ ଉପରେ ବଡ଼ ପାଟିରେ ଚିଲାଉଥିବା ବି ଭିଡିଓରେ ଦେଖିବାକୁ ମିଳିଛି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications