Get Updates
Get notified of breaking news, exclusive insights, and must-see stories!

ଜାନୁଆରୀ 31 ରୁ ଅପ୍ରେଲ 6 ପର୍ଯ୍ୟନ୍ତ ଚାଲିବ ବଜେଟ୍ ଅଧିବେଶନ, ଫେବୃଆରୀ 1 ରେ ହେବ ବଜେଟ୍ ଉପସ୍ଥାପନ

31 ଜାନୁୟାରୀରୁ ଆରମ୍ଭ ହେବାକୁ ସଂସଦର ବଜେଟ୍ ଅଧିବେଶନ । ଏହି ବଜେଟ୍ ଅଧିବେଶନ ଅପ୍ରେଲ୍ 6 ପର୍ଯ୍ୟନ୍ତ ଚାଲିବ । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏହି ସୂଚନା ଦେଇଛନ୍ତି ।

ନୂଆଦିଲ୍ଲୀ : 31 ଜାନୁୟାରୀରୁ ଆରମ୍ଭ ହେବାକୁ ସଂସଦର ବଜେଟ୍ ଅଧିବେଶନ । ଏହି ବଜେଟ୍ ଅଧିବେଶନ ଅପ୍ରେଲ୍ 6 ପର୍ଯ୍ୟନ୍ତ ଚାଲିବ । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏହି ସୂଚନା ଦେଇଛନ୍ତି । ଆର୍ଥିକ ବର୍ଷ 2023-24ର ବଜେଟ୍ ଅଧିବେଶନରେ 66 ଦିନରେ ମୋଟ 27 ଟି ବୈଠକ ଅନୁଷ୍ଠିତ ହେବ । ଫେବୃଆରୀ 14 ରୁ ମାର୍ଚ୍ଚ 12 ପର୍ଯ୍ୟନ୍ତ ସଂସଦର ବଜେଟ୍ ଅଧିବେଶନ ବନ୍ଦ ରହିବ । ଏହା ପରେ ପୁଣି ଅଧିବେଶନ ଆରମ୍ଭ ହେବ ।

budget session

ବଜେଟ୍ ବ୍ୟତୀତ ବଜେଟ୍ ଅଧିବେଶନରେ ବଜେଟ୍ ବ୍ୟତୀତ ଅନ୍ୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବ । ଫେବୃଆରୀ 14 ରୁ ମାର୍ଚ୍ଚ 12 ମଧ୍ୟରେ ବିଭିନ୍ନ ସଂସଦୀୟ ସ୍ଥାୟୀ କମିଟି ସେମାନଙ୍କର ଦାବି ପ୍ରସ୍ତୁତ କରିବା ସହିତ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗ ସେମାନଙ୍କ ରିପୋର୍ଟ ପ୍ରସ୍ତୁତ କରିବେ ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ପହିଲାରେ ବଜେଟ୍ ଉପସ୍ଥାପନ କରିବେ । ଏହା ପରେ ପ୍ରଥମ ଅଧିବେଶନ ଫେବୃଆରୀ 13 ପର୍ଯ୍ୟନ୍ତ ଚାଲିବ । ମାର୍ଚ୍ଚ 13 ରେ ବଜେଟ୍ ଅଧିବେଶନର ଦ୍ୱିତୀୟ ଭାଗ ଆରମ୍ଭ ହେବ । ଏହି ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକସଭା ଓ ରାଜ୍ୟସଭାର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+