ବିଏସ୍ଏଫ୍ ପାଟ୍ରୋଲି ଉପରେ ଆକ୍ରମଣ, ଜଣେ ହେଡ କନଷ୍ଟେବଳ ଶହୀଦ

ତ୍ରିପୁରାର ପାନିସାଗରରେ ସନ୍ଦିଗ୍ଧ NLFT (BM) ବିଦ୍ରୋହୀ ବିଏସଏଫ ପାଟ୍ରୋଲିଂ ଦଳ ଉପରେ ଆକ୍ରମଣ କରିଛନ୍ତି । ଆକ୍ରମଣରେ ହେଡ଼୍ କନେଷ୍ଟବଳ ଗିରିଜେଶ ସହିଦ ହୋଇଛନ୍ତି ।

ନୂଆଦିଲ୍ଲୀ : ତ୍ରିପୁରାର ପାନିସାଗରରେ ସନ୍ଦିଗ୍ଧ NLFT (BM) ବିଦ୍ରୋହୀ ବିଏସଏଫ ପାଟ୍ରୋଲିଂ ଦଳ ଉପରେ ଆକ୍ରମଣ କରିଛନ୍ତି । 145 ବିଏନ୍ ବିଏସ୍ଏଫ୍, ସେକ୍ଟର ପାନିସାଗର, ତ୍ରିପୁରାର ବିଏସ୍ଏଫ୍ ପାଟ୍ରୋଲିଂ କର୍ମଚାରୀ ଏହାର ପାଲଟା ଜବାବ ଦେଇଛନ୍ତି । ଏହା ପରେ ବିଦ୍ରୋହୀମାନେ ଘଞ୍ଚ ଜଙ୍ଗଲ ମଧ୍ୟରେ ଉକ୍ତ ସ୍ଥାନ ଛାଡି ପଳାଇଥିଲେ । ଏହି ଆକ୍ରମଣରେ ହେଡ଼୍ କନେଷ୍ଟବଳ ଗିରିଜେଶଙ୍କୁ ଗୁଳି ଲାଗିଥିଲା ।

Girjesh Kr Uddey

ଗୁଳି ଲାଗିବା ପରେ ଚିକିତ୍ସା ସମୟରେ ଗିରିଜେଶଙ୍କ ମୃତ୍ୟୁ ହୋଇଛି । ଯବାନଙ୍କ ଦେହରେ ଗୁଳି ବାଜିବା ପରେ ତାଙ୍କୁ ଏୟାର୍‌ ଆମ୍ବୁଲାନ୍ସ ଯୋଗେ ତ୍ରିପୁରାର ହସ୍ପିଟାଲ୍‌କୁ ନିଆଯାଇଥିଲା । ହସ୍ପିଟାଲ୍‌ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+