Get Updates
Get notified of breaking news, exclusive insights, and must-see stories!

ଭାରତୀୟ ନୋଟରୁ ହଟିବନି ମହାତ୍ମା ଗାନ୍ଧୀଙ୍କ ଫଟୋ, ଲୋକସଭାରେ ଜବାବ ରଖିଲେ ରାଜ୍ୟ ଅର୍ଥମନ୍ତ୍ରୀ

ଭାରତୀୟ ମୁଦ୍ରାରୁ ହଟିବନି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ । ଏ ନେଇ ସ୍ପଷ୍ଟ କରିଛନ୍ତି ସରକାର । ଭାରତୀୟ ମୁଦ୍ରାରୁ ମହାତ୍ମା ଗାନ୍ଧୀଙ୍କ ଫଟୋ ହଟାଇବା ନେଇ ସରକାରଙ୍କ କୌଣସି ଯୋଜନା ନାହିଁ ବୋଲି କହିଛନ୍ତି ସରକାର ।

ନୂଆଦିଲ୍ଲୀ : ଭାରତୀୟ ମୁଦ୍ରାରୁ ହଟିବନି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ । ଏ ନେଇ ସ୍ପଷ୍ଟ କରିଛନ୍ତି ସରକାର । ଭାରତୀୟ ମୁଦ୍ରାରୁ ମହାତ୍ମା ଗାନ୍ଧୀଙ୍କ ଫଟୋ ହଟାଇବା ନେଇ ସରକାରଙ୍କ କୌଣସି ଯୋଜନା ନାହିଁ ବୋଲି କହିଛନ୍ତି ସରକାର ।

rupees

ସଂସଦର ଶୀତକାଳୀନ ଅଧିବେଶନରେ ଏ ନେଇ ଏକ ପ୍ରଶ୍ନ ରହିଥିଲା । ରାଜ୍ୟ ଅର୍ଥମନ୍ତ୍ରୀ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ଭାରତୀୟ ମୁଦ୍ରାରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ହଟାଇବାକୁ କୌଣସି ଯୋଜନା ନାହିଁ । ଯେତେବେଳେ ତାଙ୍କୁ ଲୋକସଭାରେ ପଚରାଯାଇଥିଲା, ଭାରତୀୟ ମୁଦ୍ରାରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ହଟାଇବାକୁ ସରକାରଙ୍କର କୌଣସି ଯୋଜନା ଅଛି କି ? ଅର୍ଥମନ୍ତ୍ରୀ ପଙ୍କଜ ଚୌଧୁରୀ ଏହାର ଉତ୍ତରରେ କହିଛନ୍ତି, ନା ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଭାରତୀୟ ମୁଦ୍ରାରୁ ମହାତ୍ମା ଗାନ୍ଧୀଙ୍କ ଫଟୋକୁ ଅନେକ ବିବାଦ ଦେଖାଦେଇଥିଲା । ଭାରତୀୟ ମୁଦ୍ରାରେ ମହାତ୍ମା ଗାନ୍ଧୀଙ୍କ ସହ ଶ୍ରୀ ଗଣେଶ ଏବଂ ଶ୍ରୀ ଲକ୍ଷ୍ମୀ ଙ୍କର ଫଟୋ ରଖିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିବେଦନ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+