Madurai Train Fire: ଲକ୍ଷ୍ନୌ ରୁ ରାମେଶ୍ୱରମ୍ ଯାଉଥିବା ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ, 8 ଜଣ ଜୀବନ୍ତ ଦଗ୍ଧ

Madurai Train Fire: ତାମିଲନାଡୁରେ ଏକ ଟ୍ରେନ୍ ଦୁର୍ଘଟଣା ସାମ୍ନାକୁ ଆସିଛି । ଏଠାରେ ମଦୁରାଇ ଷ୍ଟେସନରେ ପାର୍କିଂ ହୋଇଥିବା ଟ୍ରେନରେ ନିଆଁ ଲାଗିଛି । ଏଥିରେ 8 ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଏହା ସହିତ 20 ଜଣ ଆହତ ହୋଇଛନ୍ତି । େଦକ୍ଷିଣ ରେଳବାଇର ସୂତ୍ରରୁ ପ୍ରକାଶ ଯେ ଲକ୍ଷ୍ନୌ ରୁ ରାମେଶ୍ୱରମ ଅଭିମୁଖେ ଯାଉଥିବା ଟ୍ରେନର ଯାତ୍ରୀବାହୀ କୋଚରେ ଅଗ୍ନିକାଣ୍ଡ ହୋଇଛି ।

train accident

ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ମଦୁରାଇରେ ପୁନାଲୁର-ମଦୁରାଇ ଏକ୍ସପ୍ରେସରେ ଏକ କୋଚରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିଶମ ସେବା ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଅନ୍ୟ କୋଚମାନଙ୍କର କୌଣସି କ୍ଷତି ହୋଇ ନାହିଁ ।

ଦକ୍ଷିଣ ରେଳ ଟ୍ରେନରେ ନିଆଁକୁ ଆୟତ୍ତ କରିଛି । ରେଳବାଇ ଅନୁଯାୟୀ, ଯାତ୍ରୀମାନେ ଲୁଚାଇ ନେଉଥିବା ଗ୍ୟାସ ସିଲିଣ୍ଡର ଯୋଗୁଁ ନିଆଁ ଲାଗିଯାଇଥିଲା । ରେଳବାଇ କହିଛି ଯେ ଘରୋଇ କୋଚରେ ଥିବା ଯାତ୍ରୀମାନେ ବେଆଇନ ଭାବେ ଗ୍ୟାସ ସିଲିଣ୍ଡର ନେଉଥିଲେ । ଏହା ଦ୍ୱାରା ନିଆଁ ଲାଗିଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+