ଜାମ୍ମୁ କାଶ୍ମୀରରେ ଗିରଫ ହେଲା ଲସ୍କର ଆତଙ୍କବାଦୀ, ସୁରକ୍ଷା ବାହିନୀ ଏବଂ ଭିଭିଆଇପି ଉପରେ ଆକ୍ରମଣ କରିବାକୁ ଥିଲା ଯୋଜନା
ଜାମ୍ମୁ କାଶ୍ମୀରର ସୋପୋର ଏବଂ ରାଫିଆବାଦରେ ଭାରତୀୟ ସେନା ଏକ ପ୍ରମୁଖ ଆତଙ୍କବାଦୀ ଷଡଯନ୍ତ୍ରକୁ ପଣ଼୍ଡ କରିଛି । ସୁରକ୍ଷା ବାହିନୀ ଏବଂ ଭିଆଇପିଙ୍କୁ ଟାର୍ଗେଟ କରିବା ଷଡଯନ୍ତ୍ରରେ ଜଣେ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି ।
ସୋପୋର : ଜାମ୍ମୁ କାଶ୍ମୀରର ସୋପୋର ଏବଂ ରାଫିଆବାଦରେ ଭାରତୀୟ ସେନା ଏକ ପ୍ରମୁଖ ଆତଙ୍କବାଦୀ ଷଡଯନ୍ତ୍ରକୁ ପଣ଼୍ଡ କରିଛି । ସୁରକ୍ଷା ବାହିନୀ ଏବଂ ଭିଆଇପିଙ୍କୁ ଟାର୍ଗେଟ କରିବା ଷଡଯନ୍ତ୍ରରେ ଜଣେ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଗିରଫ ଆତଙ୍କବାଦୀ ଜଣକ ହନ୍ଦୱାଡ଼ା ନିବାସୀ ରିଜୱାନ ଶାଫି ଲୋନ ବୋଲି ଜଣାପଡିଛି ।

ସେନାର ଜଣେ ଅଧିକାରୀ କହିଛ୍ତି ନିର୍ଦ୍ଦିଷ୍ଟ ଇନପୁଟ ଉପରେ କାର୍ଯ୍ୟ କରି ସେନା ଏବଂ ପୋଲିସ ରାଫିଆବାଦରେ ମିଳିତ ଅପରେସନ୍ ଆରମ୍ଭ କରିଛି । ଏହି ସମୟରେ ଜଣେ ଆତଙ୍କବାଦୀ ଧରାପଡିଥିଲା । ତା ନିକଟରୁ ଗୁଳି ସହିତ ଏକ ପିସ୍ତଲ ମଧ୍ୟ ଜବତ କରାଯାଇଛି ।
ସୂଚନାନୁସାରେ, ଗିରଫ ଆତଙ୍କବାଦୀ ଲସ୍କର-ଏ-ତୋଏବା (LeT) ପାଇଁ କାମ କରୁଥିଲା ଏବଂ ରାଫିଆବାଦ ଏବଂ ସୋପୋର ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଭିଭିଆଇପି ଉପରେ ଆକ୍ରମଣ ଏବଂ ହତ୍ୟା କରିବାକୁ ଯୋଜନା କରିଥିଲା । ଗିରଫ ଆତଙ୍କବାଦୀ ରିଜୱାନଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ।
More From
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications