ଉତ୍ତରାଖଣ୍ଡ ପିଥୌରାଗଡରେ ଭୂସ୍ଖଳନ : 2 ଜଣଙ୍କର ମୃତ୍ୟୁ, ମାଟି ତଳେ ଫସିରହିଛନ୍ତି 5 ଜଣ
ଉତ୍ତରାଖଣ୍ଡର ପିଥୌରାଗଡ଼ରେ ଭୂସ୍ଖଳନ ହୋଇଛି । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 5 ଜଣ ମାଟି ତଳେ ଫସି ରହିଥିବା ଜଣାପଡ଼ିଛି ।
ପିଥୌରାଗଡ : ଉତ୍ତରାଖଣ୍ଡର ପିଥୌରାଗଡ଼ରେ ଭୂସ୍ଖଳନ ହୋଇଛି । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 5 ଜଣ ମାଟି ତଳେ ଫସି ରହିଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଡିଏମଙ୍କ ସହ କଥା ହୋଇ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣା ପିଥୌରାଗଡର ଜୁମ୍ମା ଗ୍ରାମ ନିକଟରେ ଘଟିଛି । ପିଥୌରାଗଡ ଡିଏମ ଆଶିଷ ଚୌହ୍ୱାନ କହିଛନ୍ତି ଯେ ଜୁମ୍ମା ଗ୍ରାମକୁ SDRF ଏବଂ SSB ଦଳ ପଠାଯାଇଛି ।

पिथौरागढ़ जनपद के जुम्मा गांव के पास भूस्खलन की वजह से 2 लोगों की दुखद मौत एवं 5 अन्य की मलबे में दबे होने की खबर है।
— Pushkar Singh Dhami (@pushkardhami) August 30, 2021
इस विषय में जिलाधिकारी से बात कर रेस्क्यू मिशन तेज करने का निर्देश दिया है। मैं वहां फंसे लोगों की सलामती के लिए ईश्वर से प्रार्थना करता हूँ।












Click it and Unblock the Notifications