କେରଳ ଚଳନ୍ତା ଟ୍ରେନ୍ ରେ ନିଆଁ ଲାଗିବା ଘଟଣାରେ ବୁଲନ୍ଦସହରରୁ ଅଭିଯୁକ୍ତ ଗିରଫ

ଲକ୍ଷ୍ନୌ : କେରଳର କୋଝିଗଡ଼ରେ ଚଳନ୍ତା ଟ୍ରେନରେ ସହଯାତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ଘଟଣାରେ ଅଭିଯୁକ୍ତ ଗିରଫ ହୋଇଛି । ଉତ୍ତରପ୍ରଦେଶର ବୁଲନ୍ଦସହରରୁ ଆଣ୍ଚି ଟେରରିଷ୍ଠ ସ୍କ୍ୱାର୍ଡ ଗାଜିଆବାଦ ଶାହରୁଖ ନାମକ ଜଣେ ବ୍ୟକ୍ତିଙ୍କୁ ଧରିଛି । ସ୍କେଚ୍ ଜରିଆରେ ତାକୁ ଧରିବା ପାଇଁ ସକ୍ଷମ ହୋଇଥିଲା ଏଟିଏସ୍ ।

Shahrukh saif

ମିଳିଥିବା ସୂଚନା ଅନୁଯାୟୀ, ଚଳନ୍ତା ଟ୍ରେନରେ ସିଟକୁ ନେଇ ପରସ୍ପର ମଧ୍ୟରେ ବିବାଦ ପରେ ଜଣେ ବ୍ୟକ୍ତି ସହଯାତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଦେବାକୁ 3 ଜଣଙ୍କ ମୃତ୍ୟୁ ହୋଇଥିଲା । ଏଥିରେ 8 ଜଣ ଆହତ ହୋଇଥିଲେ ।

ଏହି ଘଟଣାରେ ବୁଲନ୍ଦସହରର ସ୍ୟାନାରୁ ଏଟିଏସ୍ ଶାହରୁଖ କୁ ଧରିବା ସହ ଗିରଫ କରିଛି । ପରେ ପଚରାଉଚରା ପାଇଁ ତାକୁ ଗାଜିଆବାଦ ନିଆଁଯାଇଛି । ତେବେ ଅଗ୍ନିକାଣ୍ଡରେ ଶାହରୁଖଙ୍କ ସମ୍ପୃକ୍ତି ଅଛି କି ନାଁ ନାହିଁ । ଯଦି ଅଛି ସେ ଏପରି କାହିଁକି କଲେ, ସେନେଇ ତଦନ୍ତରୁ ଜଣାପଡିବ ବୋଲି ସୂଚନା ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+