Get Updates
Get notified of breaking news, exclusive insights, and must-see stories!

ଭାରତ-ଚୀନ୍ ସୈନ୍ୟ ପ୍ରତ୍ୟାହାର କରିବାକୁ ସହମତ, ଗୋଗ୍ରା ହଟ୍ ସ୍ପ୍ରିଙ୍ଗସ୍ PP 15 ରୁ ସୈନ୍ୟ ପ୍ରତ୍ୟାହାର ଆରମ୍ଭ

ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ମଧ୍ୟରେ ସାନ୍ତ୍ୱନାମୂଳକ ଖବର ସାମ୍ନାକୁ ଆସିଛି । ଉଭୟ ଦେଶର ସୈନ୍ୟବାହିନୀ ପଛକୁ ହଟିବାକୁ ରାଜି ହୋଇଛନ୍ତି ।

ନୂଆଦିଲ୍ଲୀ / ବେଜିଂ : ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ମଧ୍ୟରେ ସାନ୍ତ୍ୱନାମୂଳକ ଖବର ସାମ୍ନାକୁ ଆସିଛି । ଉଭୟ ଦେଶର ସୈନ୍ୟବାହିନୀ ପଛକୁ ହଟିବାକୁ ରାଜି ହୋଇଛନ୍ତି । ଭାରତୀୟ ଏବଂ ଚୀନ୍ ସୈନ୍ୟମାନେ ଗୋଗ୍ରା-ହଟ୍ ସ୍ପ୍ରିଙ୍ଗସ୍ ପିପି -15 ଅଞ୍ଚଳରେ ଏକ ସମନ୍ୱିତ ତଥା ଯୋଜନାବଦ୍ଧ ଢଙ୍ଗରେ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କରିଛନ୍ତି । ଭାରତ-ଚୀନ୍‌ର ମିଳିତ ବିବୃତ୍ତିରେ ଏହା କୁହାଯାଇଛି । ଆପଣଙ୍କୁ କହି ରଖୁଛୁ ଗଲୱାନ ଉପତ୍ୟକାରେ ହୋଇଥିବା ହିଂସାକାଣ୍ଡ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି ।

india - china army

ସମ୍ବାଦ ଏଜେନ୍ସି ANI ର ରିପୋର୍ଟ ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଗୁରୁବାର ଦିନ ଭାରତ ଚୀନ୍ କର୍ପସ କମାଣ୍ଡର ସ୍ତରୀୟ ବୈଠକର 16 ତମ ରାଉଣ୍ଡରେ ଏକ ସହମତି ପ୍ରକାଶ ପାଇଛି । ସେହି ଅନୁଯାୟୀ, ଭାରତୀୟ ଏବଂ ଚୀନ୍ ସୈନ୍ୟମାନେ ଗୋଗ୍ରା-ହଟ୍ସପ୍ରିଙ୍ଗ୍ସ (ପିପି -15) ଅଞ୍ଚଳରେ ଏକ ସମନ୍ୱିତ ତଥା ଯୋଜନାବଦ୍ଧ ଢଙ୍ଗରେ ପଛକୁ ଫେରିବା ଆରମ୍ଭ କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଦୁଇ ଦେଶର ସୈନ୍ୟ ପ୍ରତ୍ୟାହାର ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ପାଇଁ ସହାୟକ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+