ଫେବୃଆରୀ 28 ପର୍ଯ୍ୟନ୍ତ ବନ୍ଦ ରହିବ ଆନ୍ତର୍ଜାତିକ ବିମାନ ଚଳାଚଳ

ଆସନ୍ତା ଫେବୃଆରୀ 28 ପର୍ଯ୍ୟନ୍ତ ବନ୍ଦ ରହିବ ଆନ୍ତର୍ଜାତିକ ବିମାନ ଚଳାଚଳ । ଏନେଇ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ ନିର୍ଦ୍ଦେଶନାମା ଜାରି କରିଛି ।

ନୂଆଦିଲ୍ଲୀ : ଆସନ୍ତା ଫେବୃଆରୀ 28 ପର୍ଯ୍ୟନ୍ତ ବନ୍ଦ ରହିବ ଆନ୍ତର୍ଜାତିକ ବିମାନ ଚଳାଚଳ । ଏନେଇ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ ନିର୍ଦ୍ଦେଶନାମା ଜାରି କରିଛି ।

flight

ତେବେ ଏୟାର ବବଲ ଏଗ୍ରିମେଣ୍ଟ ଓ ବନ୍ଦେ ଭାରତ ମିଶନ ଯୋଜନାରେ ବିମାନ ସେବା ଜାରି ରହିବ ବୋଲି କୁହାଯାଇଛି । ପୂର୍ବ ବ୍ୟବସ୍ଥା ପରି କାର୍ଗୋ ଫ୍ଲାଇଟ ସେବା ଜାରି ରହିବ । ବିଶ୍ୱରେ ଓମିକ୍ରନ ସଂକ୍ରମଣ ଜାରି ରହିଥିବାବେଳେ ଦେଶକୁ ନିରାପଦ ରଖିବା ଲାଗି ସରକାର ଏହି ନିଷ୍ପତ୍ତି ନିଆଯାଇଛି । ।

ସୂଚନାଯୋଗ୍ୟ, କୋଭିଡ-19 ପାଇଁ ଗତ 2020 ମାର୍ଚ୍ଚ 23 ରୁ ଆନ୍ତର୍ଜାତିକ ବିମାନ ସେବା ବନ୍ଦ ରହିଛି । ବିଭିନ୍ନ ଦେଶରେ ଫସିଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ଲାଗି ଏୟାର ବବଲ ଏଗ୍ରିମେଣ୍ଟ ଓ ବନ୍ଦେ ଭାରତ ମିଶନ ଯୋଜନା ଜାରି ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+