ଆଇସିସି ଟି -20 ବିଶ୍ୱକପ୍: ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ
ଟସ୍ ଜିତିଲା ନ୍ୟୁଜିଲାଣ୍ଡ। ପ୍ରଥମେ କରିବ ବ୍ୟାଟିଂ। ଆଉ କିଛି ସମୟ ପରେ ସିଡନୀରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଇସିସି ଟି-୨୦ ବିଶ୍ୱକପ୍ର ପ୍ରଥମ ସେମିଫାଇନାଲ ଖେଳାଯିବ।
ଟସ୍ ଜିତିଲା ନ୍ୟୁଜିଲାଣ୍ଡ। ପ୍ରଥମେ କରିବ ବ୍ୟାଟିଂ। ଆଉ କିଛି ସମୟ ପରେ ସିଡନୀରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଇସିସି ଟି-୨୦ ବିଶ୍ୱକପ୍ର ପ୍ରଥମ ସେମିଫାଇନାଲ ଖେଳାଯିବ। ସେହିପରି ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଗୁରୁବାର ଦିନ ଆଡିଲେଡରେ ଅନୁଷ୍ଠିତ ହେବ।
୨୦୦୯ ପରେ ସେମିଫାଇନାଲରେ ପ୍ରବେଶ କରିଥିବା ପାକିସ୍ତନ ଫାଇନାଲ ଖେଳିବାକୁ ଜୋର୍ ଲଗାଇବା। ସେହିପରି ନ୍ୟୁଜିଲ୍ୟାଣ୍ଡର କ୍ରମାଗତ ଦ୍ୱିତୀୟ ଥର ଫାଇନାଲରେ ପହଞ୍ଚିବାକୁ ଚେଷ୍ଟା କରିବ। ଏହି ମ୍ୟାଚ୍ ଜିତିଥିବା ଦଳ ଫାଇନାଲରେ ଭାରତ କିମ୍ବା ଇଂଲଣ୍ଡ ବିପକ୍ଷରେ ଖେଳିବ।

ନ୍ୟୁଜିଲ୍ୟାଣ୍ଡ : ଫିନ୍ ଆଲେନ୍, ଡେଭନ୍ କନୱେ (ୱିକେଟ କିପର), କେନ୍ ୱିଲିୟମ୍ସନ୍ (ଅଧିନାୟକ), ଗ୍ଲେନ୍ ଫିଲିପ୍ସ, ଡାରିଲ ମିଚେଲ, ଜେମ୍ସ ନେଶାମ, ମିଚେଲ ସାଣ୍ଟନର୍, ଟିମ୍ ସାଉଥୀ, ସୋଡି,ଲୋକି ଫର୍ଗୁସନ୍, ଟ୍ରେଣ୍ଟ ବୋଲ୍ଟ
ପାକିସ୍ତାନ: ମହମ୍ମଦ ରିଜୱାନ (ୱିକେଟ କିପର), ବାବର ଆଜାମ (ଅଧିନାୟକ), ମହମ୍ମଦ ନୱାଜ, ମହମ୍ମଦ ହରିସ, ଶାନ ମାସୁଦ, ଇଫ୍ଟିଖାର ଅହମ୍ମଦ, ଶାଦବ ଖାନ, ମହମ୍ମଦ ୱାସିମ , ନସିମ ଶାହା, ହାରିସ ରଫ, ଶାହିନ ଆଫ୍ରିଦି












Click it and Unblock the Notifications