Get Updates
Get notified of breaking news, exclusive insights, and must-see stories!

18-59 ବର୍ଷ ପର୍ଯ୍ୟନ୍ତ ଲୋକଙ୍କ ପାଇଁ ମାଗଣା ବୁଷ୍ଟର୍ ଡୋଜ୍, ଏତିକି ଦିନ ଭିତରେ ନେବାକୁ ହେବ ଟିକା

ଏବେ ମାଗଣାରେ ମିଳିବ କରୋନା ଟିକାର ବୁଷ୍ଟର ଡୋଜ୍ । 18-59 ବର୍ଷ ବୟସର ଲୋକମାନେ ଜୁଲାଇ 15 ରୁ ସାରା ଦେଶରେ ମାଗଣାରେ ମାଗଣା କରୋନା ବୁଷ୍ଟର ଡୋଜ୍ ନେଇପାରିବେ । ଏହି ଟିକା 75 ଦିନ ମଧ୍ୟରେ ନେବାକୁ ହେବ ।

ନୂଆଦିଲ୍ଲୀ : ଦେଶରେ ବଢୁଥିବା ଦୈନିକ କରୋନା ମାମଲା ମଧ୍ୟରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏବେ ମାଗଣାରେ ମିଳିବ କରୋନା ଟିକାର ବୁଷ୍ଟର ଡୋଜ୍ । 18-59 ବର୍ଷ ବୟସର ଲୋକମାନେ ଜୁଲାଇ 15 ରୁ ସାରା ଦେଶରେ ମାଗଣାରେ ମାଗଣା କରୋନା ବୁଷ୍ଟର ଡୋଜ୍ ନେଇପାରିବେ । ଏହି ଟିକା 75 ଦିନ ମଧ୍ୟରେ ନେବାକୁ ହେବ ।

booster dose

ସରକାରୀ ସୂତ୍ର ଅନୁଯାୟୀ, ସ୍ୱାଧୀନତାର ଅମୃତ ମହୋତ୍ସବ ଅଧୀନରେ କୋଭିଡ ବୁଷ୍ଟର ଡୋଜକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି 75 ଦିନିଆ ସ୍ୱତନ୍ତ୍ର ଅଭିଯାନ କରାଯିବ । ଏହା ଅନୂଯାୟୀ ପୂର୍ବରୁ ଭାକ୍ସିନର ଦୁଇଟି ଡୋଜ୍ ନେଇଥିବା ଲୋକମାନେ ସରକାରୀ କେନ୍ଦ୍ରକୁ ଯାଇ ବୁଷ୍ଟ ଡୋଜ୍ ଲଗାଇପାରିବେ ।

ସୂଚନାନୁସାରେ, ଏପର୍ଯ୍ୟନ୍ତ 18-59 ବର୍ଷ ବୟସରେ 77 କୋଟିର ଲକ୍ଷ୍ୟ ଜନସଂଖ୍ୟାର 1 ପ୍ରତିଶତରୁ କମ୍ ଲୋକଙ୍କୁ ବୁଷ୍ଟର୍ ଡୋଜ ଦିଆଯାଇଛି । ତଥାପି, 60 ବର୍ଷରୁ ଅଧିକ ବୟସର 16 କୋଟି ଯୋଗ୍ୟ ଜନସଂଖ୍ୟା ସହିତ ସ୍ୱାସ୍ଥ୍ୟସେବା ଏବଂ ଫ୍ରଣ୍ଟ ଲାଇନ୍ କର୍ମଚାରୀମାନଙ୍କର ପ୍ରାୟ 26 ପ୍ରତିଶତ ବୁଷ୍ଟର ଡୋଜ ନେଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+