ସିବିଆଇର ପୂର୍ବତନ ନିର୍ଦ୍ଦେଶକ ରଞ୍ଜିତ ସିହ୍ନାଙ୍କ ଦେହାନ୍ତ

ପୂର୍ବତନ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ନିର୍ଦ୍ଦେଶକ ରଞ୍ଜିତ ସିହ୍ନାଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 68 ବର୍ଷ ବୟସ ହୋଇଥିଲା ।

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ନିର୍ଦ୍ଦେଶକ ରଞ୍ଜିତ ସିହ୍ନାଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 68 ବର୍ଷ ବୟସ ହୋଇଥିଲା । ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, 68 ବର୍ଷିୟ ରଣଜିତ୍ ସିହ୍ନା ଶୁକ୍ରବାର ସକାଳ ପ୍ରାୟ 4:30 ସମୟରେ ଦିଲ୍ଲୀରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ରଣଜିତ୍ ସିହ୍ନା ସିବିଆଇ ନିର୍ଦ୍ଦେଶକ, ଆଇଟିବିପି ଡିଜି ଭଳି ଅନେକ ପଦରେ କାର୍ଯ୍ୟ କରିଛନ୍ତି । ରଞ୍ଜିତ ସିହ୍ନା 974 ବ୍ୟାଚର ଜଣେ ଆଇପିଏସ୍ ଅଧିକାରୀ ଥିଲେ ।

Ranjit-Sinha

ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କେତେକ ବରିଷ୍ଠ ଅଧିକାରୀଙ୍କ ଅନୁସାରେ କରୋନା ଭାଇରସ ସମ୍ବନ୍ଧୀୟ ଜଟିଳତା ଯୋଗୁଁ ରଞ୍ଜିତ ସିହ୍ନାଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ଗୁରୁବାର ରାତିରେ ରଞ୍ଜିତ ସିହ୍ନା କରୋନା ଭାଇରସ୍ ପଜିଟିଭ୍ ଥିବା ଜଣାପଡିଥିଲା । ରଞ୍ଜିତ ସିହ୍ନା ମଧ୍ୟ ରେଳ ସୁରକ୍ଷା ବଳର ନେତୃତ୍ୱ ନେଇଥିଲେ । 2012 ରେ ସିବିଆଇ ମୁଖ୍ୟ ଭାବରେ ନିଯୁକ୍ତ ହେବା ପୂର୍ବରୁ ରଞ୍ଜିତ ସିହ୍ନା ପାଟନା ଏବଂ ଦିଲ୍ଲୀରେ ସିବିଆଇରେ ବରିଷ୍ଠ ପଦବୀରେ କାର୍ଯ୍ୟ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+