Fact Check : କୃଷକଙ୍କ ସମର୍ଥନରେ 25, 000 ଭାରତୀୟ ସୈନିକ ସୌର୍ଯ୍ୟ ଚକ୍ର ପଦକ ଫେରସ୍ତ କରିନାହାଁନ୍ତି

ଏହା ଭିତ୍ତିହୀନ | ସୈନିକମାନେ ସେମାନଙ୍କର ସୌର୍ଯ୍ୟ ଚକ୍ର ପଦକ ଫେରସ୍ତ କରିନାହାଁନ୍ତି | ଅଧିକନ୍ତୁ 1956 ରୁ 2019 ମଧ୍ୟରେ କେବଳ 2,048 ସୈନିକଙ୍କୁ ସୌର୍ଯ୍ୟ ଚକ୍ର ପୁରସ୍କାର ପ୍ରଦାନ କରାଯାଇଛି | ତେଣୁ ଖବରକାଗଜରେ ଦିଆଯାଇଥିବା ଦାବି ଭିତ୍ତିହୀନ |

ନୂଆଦିଲ୍ଲୀ : ଏକ ସମ୍ବାଦପତ୍ର ଦାବି କରିଛି ଯେ ଭାରତୀୟ ସେନାର 25,000 ସୈନିକ ସେମାନଙ୍କର ସୌର୍ଯ୍ୟ ଚକ୍ର ପଦକ ଫେରାଇ ଦେଇଛନ୍ତି | ନୂତନ କୃଷକ ଆଇନ୍ ବିରୋଧରେ ଦିଲ୍ଲୀ ସୀମାରେ ବିରୋଧ କରୁଥିବା ଚାଷୀଙ୍କ ସହମତିରେ ସେମାନେ ନିଜପ ପଦକ ଫରାଇଥିବା ନେଇ ପ୍ରଜାଶକ୍ତିରେ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି |

ଏହା ଭିତ୍ତିହୀନ | ସୈନିକମାନେ ସେମାନଙ୍କର ସୌର୍ଯ୍ୟ ଚକ୍ର ପଦକ ଫେରସ୍ତ କରିନାହାଁନ୍ତି | ଅଧିକନ୍ତୁ 1956 ରୁ 2019 ମଧ୍ୟରେ କେବଳ 2,048 ସୈନିକଙ୍କୁ ସୌର୍ଯ୍ୟ ଚକ୍ର ପୁରସ୍କାର ପ୍ରଦାନ କରାଯାଇଛି | ତେଣୁ ଖବରକାଗଜରେ ଦିଆଯାଇଥିବା ଦାବି ଭିତ୍ତିହୀନ |

Sourya-Chakra

ଏହି ମାସପୂର୍ବରୁ ତିନିଜଣ ବକ୍ସିଂ କିମ୍ବଦନ୍ତୀ ଗୁରୁବାକ୍ସ ସିଂ ସାନ୍ଧୁ, କୌର ସିଂ ଏବଂ ଜୟପାଲ ସିଂ କହିଛନ୍ତି ଯେ କୃଷକମାନଙ୍କ ସହମତିରେ ସେମାନେ ପୁରସ୍କାର ଫେରାଇଛନ୍ତି |

ପଦ୍ମଶ୍ରୀ ଏବଂ ଅର୍ଜୁନ ପୁରସ୍କାର ପ୍ରାପ୍ତ ବହୁ ପୂର୍ବତନ କ୍ରୀଡ଼ାବିତ୍ ଆନ୍ଦୋଳନକାରୀ ଚାଷୀଙ୍କୁ ସମର୍ଥନ ଜଣାଇଛନ୍ତି ଏବଂ ଦିଲ୍ଲୀ ଅଭିମୁଖେ ଯାଉଥିବା କୃଷକଙ୍କ ବିରୋଧରେ ବ୍ୟବହାର କରାଯାଉଥିବା "ବଳ" ବିରୋଧରେ ସେମାନେ ପୁରସ୍କାର ଫେରସ୍ତ କରିବେ | ସେମାନଙ୍କ ମଧ୍ୟରେ ପଦ୍ମଶ୍ରୀ ଏବଂ ଅର୍ଜୁନ ପୁରସ୍କାର ପ୍ରାପ୍ତ କୁସ୍ତିଖେଳାଳୀ କରତାର ସିଂ, ଅର୍ଜୁନ ପୁରସ୍କାର ପ୍ରାପ୍ତ ବାସ୍କେଟବଲ ଖେଳାଳି ସଜନ ସିଂ ଏବଂ ଅର୍ଜୁନ ପୁରସ୍କାର ପ୍ରାପ୍ତ ହକି ଖେଳାଳି ରାଜବୀର କୌର କହିଛନ୍ତି ଯେ ସେମାନେ ଦିଲ୍ଲୀ ଯିବେ ଏବଂ ରାଷ୍ଟ୍ରପତି ଭବନ ବାହରେ ସେମାନେ ନିଜର ଆଓ୍ୱାର୍ଡ ରଖିବେ |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+